ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ୟାଙ୍କ ଅଫ୍ ବରୋଦାର କିଓସ୍କ ଡାବୁଗାଁ ରେ ହେଲା ଖୋଲା

ନବରଙ୍ଗପୁର—-(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମାଠାରେ ଷ୍ଟେଟ୍ ବ୍ୟାଙ୍କ ର ଦୁଇଟି ସ୍ଥାନରେ କିଓସ୍କ ଓ ଫିନୋ ବ୍ୟାଙ୍କ ର କିଓସ୍କ ଖୋଲା ଯାଇ ଥିବାବେଳେ ଆଜି ରେଲି ସାହି ପାଖରେ ବରୋଦା ବ୍ୟାଙ୍କର ଏକ କିଓସ୍କ ଉଦ୍ ଘାଟନ ହୋଇ ଯାଇଛି।ଏହି ଅବସରରେ ନିରଣ୍ଡି ଗ୍ରାମର ରାମ ମହାନ୍ତିଙ୍କ ସହଧର୍ମିଣି ମାନସି ପଟ୍ଟନାୟକ ତାଙ୍କ ନିଜ ନାମରେ ଉକ୍ତ କିଓସ୍କ କେନ୍ଦ୍ର ଖୋଲା ଯାଇ ଥିବାରୁ ନିଜେ ଫିତା କାଟି ଉକ୍ତ କିଓସ୍କ କେନ୍ଦ୍ରକୁ ଉଦ୍ ଘାଟନ କରିଥିଲେ। ଆଜି ନିଉଜ୍ ଲେଖା ହେବାବେଳକୁ ଦୁଇଟି ନୁଆ ଖାତା ଖୋଲା ଯାଇ ଥିବାବେଳେ ୩୦ ଜଣ ଟଙ୍କା ଉଠାଣ କରି ବ୍ୟାଙ୍କ ସେବାରେ ସହଜୋଗ କରିଥିଲେ।ଉଦ୍ ଘାଟନ ବେଳେଏଇ ଝିଅ ଡାବୁଗାଁ ର ହୋଇ ଥିବାରୁ ତାର ବଡବାପା ଗେଦୁ ପଟ୍ଟନାୟକ, ମଝିଆ ବାପା ମୁନା ପଟ୍ଟନାୟକ,ତ୍ରିନାଥ ଦାଶ,ଝିଅର ମା ଏମିନି ପଟ୍ଟନାୟକ,ରିନା ପଟ୍ଟନାୟକ,ଶାରଦା ପାଢୀ,ବିନୋଦି ପାଣ୍ଡେ, ଆର ଜୟଲକ୍ଷ୍ମୀ, ପ୍ରମିଳା ସିଙ୍ଗ ,ହେମଲତା ପରିଛା,ପବିତ୍ର ମହାନ୍ତି ଓ ନାନୁ ପଟ୍ଟନାୟକ ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରି ଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ।

Related posts

ନୂଆପଡା ଜିଲ୍ଲାପରିଷଦ ଅଧକ୍ଷା ରୂପେ ଡଲି ମାଝୀ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

ଡ଼ମ କର୍ଲ୍ଲାଖୁଣ୍ଟା ଗ୍ରାମରେ ଲକ୍ଷ୍ମୀ ପୂଜା ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଷ୍ଟ ପ୍ରହର ନାମ ଯଜ୍ଞ 

Sunil Chandra Nayak

ସଟ ସର୍କିଟ ରେ ଦୁଇ ପରିବାର ଘର ଜଳି ଯାଇ ପାଉଁଶ , ଅଳ୍ପକେ ବର୍ତିଲେ ପରିବାର ଲୋକେ , ପ୍ରଶାସନ ପକ୍ଷରୁ ସହାୟତା

Sunil Chandra Nayak

Leave a Comment

error: Content is protected !!