ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସୁବର୍ଣ୍ଣ ଜୟନ୍ତୀରେ ଗଣଦୌଡ 

ନବରଙ୍ଗପୁର(ମସିହା), ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଏକ ମାରାଥନ୍ (ଗଣଦୌଡ) ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏହି ମାରାଥନ ବାହାରି ମାଝିଗୁଡ଼ା ପର୍ଯ୍ୟନ୍ତ ପହଞ୍ଚି ପୁଣି ଜଗନ୍ନାଥ ମନ୍ଦିର ଛକକୁ ଫେରିଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ଜିଲ୍ଲାପାଳ ଡ କମଳ ଲୋଚନ ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ଆଲୁମିନାଇ କମିଟି ସଭାପତି ଗଣେଶ ଦାଶ, ଜିଲ୍ଲା କ୍ରୀଡ଼ା ସଙ୍ଘ ସମ୍ପାଦକ ପ୍ରହଲ୍ଲାଦ ତ୍ରୀପାଠୀ, ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରୀପାଠୀ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ, କଲେଜ ଅଧ୍ୟକ୍ଷ ଡ଼ ଭାସ୍କର ନାଥ ବିଶ୍ଵାଳ ଯୋଗ ଦେଇଥିଲେ। ମୂଖ୍ୟ ଅତିଥି ପତକା ଦେଖାଇ ଗଣଦୌଡର ଶୁଭାରମ୍ଭ କରିଥିଲେ। ଗଣଦୌଡରେ ନବରଙ୍ଗପୁର ମହାବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ମାନେ ଓ ସହରର ବିଭିନ୍ନ କ୍ଳବ୍ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ଦୌଡରେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଅମୁଲେନ୍ସ ର ବ୍ୟବସ୍ଥା ରହିଥିଲା। ସେହିଭଳି ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ବାହିନୀ ମୁତୟନ କରାଯାଇଥିଲା। ସ୍ଥାନ ସ୍ଥାନରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ବିଭିନ୍ନ ସ୍ୱେଛାସେବୀ ମାନେ ପାଣି, ଗ୍ଲୁକୋଜ ଯୋଗେଇ ଦେଇଥିଲେ। ଏଥିରେ ମୋଟ ୧୫୭ ଜଣ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ଭେଟ୍ରାନ ଚିତ୍ତରଞ୍ଜନ ପାତ୍ର ପ୍ରଥମ ହୋଇଥିଲେ। ପୁରୁଷ ବର୍ଗ ରେ ଶିବ ପୂଜାରୀ ପ୍ରଥମ ହୋଇ ଥିବାବେଳେ ସୁରେନ୍ଦ୍ର ସାନ୍ତ୍ରା ଦ୍ଵିତୀୟ ଓ ସୁରେଶ ଭତ୍ରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହିଳା ବର୍ଗରେ ସୁଶ୍ରୀ ରଶ୍ମିତା ପ୍ରଥମ ସ୍ଥାନ, ଦ୍ଵିତୀୟ ସ୍ଥାନରେ ସୁମିତ ଭତ୍ରା ଓ ତୃତୀୟ ସ୍ଥାନରେ ରାଧିକା ଗଣ୍ଡ ଅଧିକାର କରିଥିଲେ। ଜୁନିୟର ବର୍ଗରେ କରଣ ଭତ୍ରା ପ୍ରଥମ, ଦ୍ଵିତୀୟ ପିଣ୍ଟୁ ମାଝୀ ଅଧିକାର କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜେତା ମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ଅର୍ଥ ରାଶି ପୁରସ୍କୃତ କରାଯାଇଥିଲା। ସ୍ବତନ୍ତ୍ର ପୁରସ୍କାର ସୁଶ୍ରୀ ହେମଲତା ନାୟକଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ କମିଟିର ଉପ ସଭାପତି ପ୍ରଭାକର ପାତ୍ର, ସମ୍ପାଦିକା ସଙ୍ଗୀତା ତ୍ରୀପାଠୀ, କୋଷାଧ୍ୟକ୍ଷା ସ୍ଵର୍ଣ୍ଣ ଲତା ପଟ୍ଟନାୟକ, ମିଡ଼ିଆ କୋଡିନେଟର କିଶୋର ପଟ୍ଟନାୟକ, ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଶିବ ଶଙ୍କର ତ୍ରିପାଠୀ, ରବି ଶତପଥୀ, କ୍ରୀଡ଼ା ସଙ୍ଘ ଯୁଗ୍ମ ସଂପାଦକ ମନୋଜ ପଟ୍ଟନାୟକ, ଏମ ବାଲା କ୍ରିଷ୍ଣା ରାଓ, ଆର ନାରାୟଣ ରାଓ, ରାମ ମୂର୍ତ୍ତୀ ପଟ୍ଟନାୟକ, ସତ୍ୟବାଦି ଷଡ଼ଙ୍ଗୀ, ସୂର୍ଯ୍ୟ ତ୍ରିପାଠୀ, ସୁଧାଂଶୁ ତ୍ରିପାଠୀ, ସମେତ ସହରର ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ

Related posts

କଙ୍କାଳୁ ଗ୍ରାମରେ ଗ୍ରହରାଜ ଶ୍ରୀ ଶନିଦେବ ଙ୍କ ମନ୍ଦିର ରେ ଶନିଦେବ ଙ୍କ ବାହନ ପ୍ରତିଷ୍ଠା ଉତ୍ସବ

ସାହିତ୍ୟ ଅଗଣା

Sunil Chandra Nayak

କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାର ରେ କାର୍ତିକସ୍ୱର ମେଳଣ ସମୟରେ ଅଘଟଣ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort