ଛାଇ
_____ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
॥ ଟିକେ ଛାଇ…
ଜୀବନ କୁ କୋଳେଇ ନେବା ର ପ୍ରୟାସ... ॥
୨୯) ଆକାଶ ର ତରା
ଗଣି ହୁଏନି
ପିତା ମାତା ଋଣ
ଶୁଝି ହୁଏନି ।
୩୦) ଖୋଜୁ ଖୋଜୁ ହଜିବା ଜିନିଷ
ମିଳିଗଲେ ଯେମିତି ଲାଗେ
ପ୍ରକୃତ ବନ୍ଧୁଂକ ପରାମର୍ଶ
ଜୀବନ ବାଟେ କାମେ ଲାଗେ ।
___________
କୋଲନରା,ରାୟଗଡ଼ା ଜିଲ୍ଲା