ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାତ ଦିନରେ ପହଞ୍ଚିଲା ମୁକ୍ତିକାନ୍ତଙ୍କ ଧାରଣା , ମୁଖ୍ୟମନ୍ତ୍ରୀ କେବେ ମୁକ୍ତିକାନ୍ତଙ୍କୁ ଦେଖା କରିବେ?? 

ଆଜି ଆମେ ମୁଖ୍ୟ ଶାସନ ସଚିବଙ୍କୁ ଏକ ଦାବୀ ପତ୍ର ଦେଇଛୁ । ଯଦି ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୁକ୍ତିକାନ୍ତଙ୍କୁ ନଭେଟନ୍ତି ତେବେ ମୁଖ୍ୟମନ୍ତ୍ରୀ/ସରକାର ଏହାର ଫଳାଫଳ ଭୋଗିବେ…

ରାଉରକେଲାରେ ୨୦୧୩ ମସିହାରେ ମୁଖ୍ଯମନ୍ତ୍ରୀ ଦେଇଥିବା ପ୍ରତୁଶୃତି ରକ୍ଷା କରିବାରେ ବିଫଳ ହେବା ପରେ ସଂଗ୍ରାମୀ ମୁକ୍ତିକାନ୍ତ ବିଶ୍ୱାଳ ଡିସେମ୍ବର ୧୬ ତାରିଖରେ ଦୀର୍ଘ ୫୩୦ କିମି ପଦଯାତ୍ରା କରି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ମୁଖ୍ଯମନ୍ତ୍ରୀଙ୍କ ନିବାସ ଆଡ଼କୁ ବିଫଳ ମଡେଲକୁ କାନ୍ଧେଇ ମୁହାଁଉଥିବା ବେଳେ ପୋଲିସ ତାଙ୍କୁ ଶିଶୁ ଭବନ ଛକ ନିକଟରେ ଅଟକାଇଛି । ସେପଟେ ଚାରି ଦିନ ହେଲାଣି ମୁକ୍ତିକାନ୍ତ ଶିଶୁ ଭବନ ଛକରେ ଧାରଣା ଦେଇଛନ୍ତି । ରାସ୍ତା କଡ଼ରେ ଖରା,ବର୍ଷା,ହାଡ଼ ଭଙ୍ଗା ଶୀତ, କାକର ରେ ଶୋଉଛନ୍ତି ଏବଂ ଖାଉଛନ୍ତି । କେବଳ ଗୋଟିଏ ଦାବୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ରାଉରକେଲା ବାସୀଙ୍କୁ ଦେଇଥିବା ପ୍ରତିଶୃତି ମନେପକାଇ ଦେବା ପାଇଁ ଏବଂ ରାଉରକେଲାର ବିକାଶ ପାଇଁ ।

ଭୁବନେଶ୍ୱର ରୁ ବ୍ୟୁରେ (ମସିହା ନିୟୁଜ )

Related posts

ବାଲେଶ୍ବର – ମନୋଜ କୁମାର ରଣାଙ୍କୁ ଜୀବନରୁ ମାରିଦେବାର ଧମକ

ଲଗାଣ ଲଘୁଚାପ ଜନିତ ବର୍ଷାରେ କାଣିଗୁମା ଗ୍ରା,ପ, ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକଙ୍କ ଘର ଭୂଷୁଡି ପଡିଛି

Sunil Chandra Nayak

ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ମ୍ୟାଚ ଉଡଘାଟିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort