କୋଷାଗୁମୁଡା,୨୦।୧୨ (ମନିସ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିୟ।ନ ପରିବାର ଜନକଲ୍ୟାଣ ସମ।ଜ ପକ୍ଷରୁ ଆଜି ଖ୍ରୀଷ୍ଟମ।ସ ର।ଲି ଅନୁଷ୍ଠିତ ହୋଇଯାଇଛି । ଜନକଲ୍ୟାଣ ସମାଜ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଜି ବ୍ଲକର ବଡ଼ଆମ୍ବଡ।, ସାନ ଆମ୍ବଡା, ଉକିଆପ।ଲି ଓ ବିଞ୍ଜିଲି ପଞ୍ଚାୟତରେ ଖ୍ରୀଷ୍ଟମାସ ଉପଲକ୍ଷେ ଯୀଶୁଙ୍କ ମାନବ ସମାଜ ପ୍ରତି ରହିଥିବା ବାର୍ତ୍ତା ବିଷୟରେ ଆଲୋଚନା କରଯାଇଥିଲା । ପ୍ରତ୍ୟେକ ପରିବାରକୁ ଯାଇ ଖ୍ରୀଷ୍ଟମାସର ଶୁଭେଚ୍ଚା ଜଣାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ରେଭ. କିଶୋର ଚନ୍ଦ୍ର ଚାଲକି ନେତୃତ୍ଵ ନେଇଥିବା ବେଳେ ଏହାକୁ ପାସ୍ତୋର ବୋମାନ ସୁନା, ଇଶାକ ସାଲୁମ ସିଫା ସହଯୋଗ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ଵ ଖ୍ରୀଷ୍ଟୀୟ ସଂପ୍ରଦାୟର ଲୋକେ ସାମିଲ ରହିଥିଲେ ।
previous post