ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଣିଜରାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ପଞ୍ଚାୟତ ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପଞ୍ଚାୟତ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ଭଳିବଲ ଏବଂ ଫୁଟବଲ ପ୍ରତିଯୋଗିତା ହୋଇଥିଲା ।ଏଥିରେ ଭଳିବଲ ଏବଂ ଫୁଟବଲ ପ୍ରତିଯୋଗିତାରେ କର୍ଲ।କୋଟ ବିଜୟ ଲାଭ କରିଥିଲା ।ଏଥିରେ ବିଜେତା ହୋଇଥିବା ଦଳ ଜୁନାଗଡ଼ କଳାହାଣ୍ଡି ଉତ୍ସବ ରେ ଭାଗ ନେବେ ବୋଲି ସୂଚନା ମିଳିଛି ।୨ ଦିନ ଧରି ଏହି ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଏଥିରେ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ରୂପେ ବଣିଜରା ସରପଞ୍ଚ ଦିବ୍ୟ ଭାରତୀ ଲହଜଳ ,ନ।ଏ ବ ସରପଞ୍ଚ ସଳେନ୍ଦ୍ର ମଶ୍ରା ,ଚିଲିଗୁଡା ଆର ଆଇ ସସ୍ମିତା ରଣା ,ପି ଇ ଓ ଭାବ ଗ୍ରାହୀ ମେହେର ,ପ୍ରଧାନ ଶିକ୍ଷକ ଦିଲୀପ ମେହେର ,ଜି ଆର ଏ ସ ଶଶାଙ୍କ ଶେଖର ପାଢ଼ୀ ,ଯୋଗାଣ ସହାୟକ ସୁଶାନ୍ତ ନ।ଏକ ଏବଂ ୱାର୍ଡ ସଭ୍ୟ ଏବଂ ସଭ୍ୟ। ଓ ଜନସାଧରଣ ଉପସ୍ଥିତ ଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ସ୍ତନ କର୍କଟ ରୋଗର ସଚେତନତା ରେ କ୍ରାନ୍ତି ର ବାର୍ତ୍ତା   “କ୍ୟାନସର ଜୀବନର ଏକ ଅଧ୍ୟାୟ, ପୂରା କାହାଣୀ ନୁହେଁ’ ଯାହା ସଠିକ୍ ସମର୍ଥନ ଏବଂ ସଚେତନତା ଦ୍ୱାରା କର୍କଟ ମୁକ୍ତ ଭାରତ ସମ୍ଭବ!!!

Sunil Chandra Nayak

ଡାବୁଗାଁ ଉପଡାକଘରେ ଜାତୀୟ ପତାକା ବିକ୍ରି ଆରମ୍ଭ

masiha

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଙ୍କ ଦାୟିତ୍ଵ ଗ୍ରହଣ 

masiha

Leave a Comment

error: Content is protected !!