ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜହ୍ନ ରାଇଜରେ ସାଙ୍ଗ କୁ ଖଣ୍ଡେ ଜାଗା ଦେଲେ ସମାଜସେବୀ ସୌମ୍ୟା 

ଢେ଼ଙ୍କାନାଳ (ମ ସୀ ହା)୨୫/୧୨_ ବଂଧୁ ହେବ ତ ଏମିତି, ବନ୍ଧୁତା ର ମହାର୍ଘ ସମ୍ପର୍କ ପ୍ରମାଣ କରିବାକୁ ଯାଇ ସାଙ୍ଗ ଜନ୍ମ ଦିନରେ ଉପହାର ଦେଲେ ସମାଜସେବୀ ସୌମ୍ୟା ମିଶ୍ର। ଢ଼େଙ୍କାନାଳ କାଲଟାକ୍ସ ରେ ରହୁଥିବା ସୌମ୍ୟା ସୁଚରିତା ଶତପଥୀଙ୍କୁ ସୌମ୍ୟା ମିଶ୍ର ଉପହାର ସ୍ୱରୂପ ଦେଲେ ଜନ୍ହ ରାଇଜରେ ଗୋଟିଏ ଏକର ଜାଗା।ଏହି ପଇସାର କିଛି ଅଂଶ ନାସାରେ ପଢିବାକୁ ଚାହୁଁଥିବା ଗରିବ ପିଲାଙ୍କ ପାଠ ପଢିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ଓ ସାଙ୍ଗକୁ ଏହିଭଳି ଉପହାର ଦେଇ ନିଜେ ବହୁତ୍ ଆନନ୍ଦିତ ହୋଇଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ନବ ନିର୍ମାଣ କୃଷକ ସଂଗଠନ ର ଆମର ଦରକାର–ଚାଷୀ ସରକାର ନବରଙ୍ଗପୁର ରେ ପହଞ୍ଚିଲା 

ରାଜନଗର ର ପେଣ୍ଠ ବେଳା ଭୂମି କୁ ସଫେଇ କଲେ ଲଷ୍ମୀ ବରାହ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ.

masiha

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ନିର୍ମାତା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ଵପ୍ନ ଅପୂରଣୀୟ ହୋଇ ରହିଛି : 135ତମ ଜୟନ୍ତୀ ଅବସରରେ ବିଭିନ୍ନ ବକ୍ତାଙ୍କ ଉଦବୋଧନ

Sunil Chandra Nayak

Leave a Comment

error: Content is protected !!