ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଭଲିଵଲ ଟୁର୍ଣାମେଣ୍ଟ ହେଲା ଶେଷ

 ନବରଙ୍ଗପୁର—(ମସିହା) ନବରଙ୍ଗପୁର ହିର୍ଲି ଯୁବକ ସଙ୍ଘ ତରଫରୁ ଆଜି ଭଲିବଲ ଟୁର୍ଣାମେଣ୍ଟ ହିର୍ଲି ନୂଆ ପଡିଆରେ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବାରିକ ସଙ୍ଘ ର ସଭାପତି ଶ୍ରୀ ଏନ. ଗଣେଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ଏବଂ ଖେଳାଳୀ ମାନଙ୍କୁ ଉତ୍ସହିତ କରିବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।ଏହି ପ୍ରତିଯୋଗିତା ରେ ୮ ଟି ଟିମ ଅଂଶ ଗ୍ରହଣ କରିଥିଲେ । ଶେଷ ଦିନ ଫାଇନାଲ ରେ ଦେବ6 ରନର ହୋଇଥିବା ବେଳେ କ୍ରିଷ୍ଣା6 ବିଜୟ ଲାଭ କରିଥିଲେ ! ବିଜେତା ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଥିଲା । ଏହି କାର୍ଯ୍ୟକ୍ରମ କୁ ସନ୍ତୁ, ଶିବ ଏବଂ ନବରଙ୍ଗପୁର ବାରିକ ସଙ୍ଘ ର କର୍ମକର୍ତ୍ତା ସମ୍ପୂର୍ଣ ସହଯୋଗ କରିବା ସହ ପରିଚାଳନା କରିଥିଲେ !

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ଅକ୍ଷୟ ପୁଝାରୀ ମେମୋରିଆଲ ଆନ୍ତଃ ଜିଲ୍ଲା କ୍ରୀକେଟ , ଚିଚିଆ କୁ ହରାଇ ଧିଙ୍ଗିଆମୁଣ୍ଡା ଚମ୍ପିୟାନ

masiha

ମା ମାଝି ଗୌରୀ ଟି ୧୫ କ୍ରିକେଟ ପ୍ରତିଯୋଗୀତା ଉଦଯାପିତ

Sunil Chandra Nayak

ନୂଆପଡା ପ୍ରିମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ୍, ସନ୍ଧିମୁଣ୍ଡା(ବସନ୍ତ-୧୧) ଚାମ୍ପିଅନ୍

Sunil Chandra Nayak

Leave a Comment

error: Content is protected !!