ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ବର୍ଷର ସୁଭେତ୍ସା ବାଣ୍ଟିଲେ, ତିର୍ତ୍ତୋଲ ସାମ୍ବାଦିକ ସୁରକ୍ଷା ସମିତି ର କାର୍ଯ୍ୟକର୍ତ୍ତା

ତିର୍ତୋଲ //ତା ୦୪୵୦୧୵୨୩ / ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନରେ ଥିବା ସମସ୍ତ ସରକାରୀ ଦପ୍ତର ମାନଙ୍କରେ ଅବସ୍ଥାପିତ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଭେଟି ନବ ବର୍ଷର ସୁଭେତ୍ସା ଜଣାଇଛନ୍ତି, ସାମ୍ବାଦିକ ସୁରକ୍ଷା ସମିତିର ତିର୍ତ୍ତୋଲ କର୍ମ କର୍ତ୍ତାମାନେ! ସମିତି ର ଉପଦେଷ୍ଟା ସାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ, ସଭାପତି ଶରତ କୁମାର ଦାଶ, ସମ୍ପାଦକ ମହମ୍ମଦ ସାକିର ଅଲ୍ଲୀ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସହସମ୍ପାଦକ ଭାଗବତ ପ୍ରସାଦ, ମିଡ଼ିଆ ସଂଯୋଜକ ସୁଶାନ୍ତ କୁମାର ମଲ୍ଲିକ ଏବଂ କୈଳାସ ବେହେରା , ତିର୍ତ୍ତୋଲ ତହସିଲଦାର ଅମୁଲ୍ୟ କୁମାର ସାହୁ, ମଣ୍ଡଳ ଉନ୍ନୟନ ଅଧିକାରୀ ଅଟଳବିହାରୀ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ତିର୍ତ୍ତୋଲ ର ପ୍ରଥମ ଶ୍ରେଣୀ ଅପରାଧିକ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମାନନୀୟା ନାଜେଦା ଖାତୁନ , ଉଠା ଜଳସେଚନ ର ଏସ.ଡି.ଓ. , ଆର.ଡବ୍ଲୁ.ଏସ.ଏସ.ର କନିଷ୍ଠ ଯନ୍ତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ ସହିତ ନବ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ସୁଭେତ୍ସା ଜଣାଇଥିଲେ ।ସମସ୍ତ ଦପ୍ତରରେ ଆନନ୍ଦ ଉଲ୍ଲାସ ଭରିଯାଇଥିଲା ! କେହି କେହି ମଧ୍ୟ ସାମ୍ବାଦିକ ମାନଙ୍କୁ ଅତି ଖୁସିରେ ପାଲଟା ଉପହାରମାନ ଦେଇଥିଲେ ! ଏବଂ ମିଷ୍ଠାନ୍ନ ବାଣ୍ଟିଥିଲେ ! ବାସ୍ତବରେ ନବବର୍ଷ ସମସ୍ତଙ୍କ ପାଇଁ ପ୍ରେମ ଶାନ୍ତି ଏବଂ ଆନନ୍ଦର ବର୍ଷ ହେଉ ବୋଲି ଶୁଭେଛୁ ମାନେ ମତ ପୋଷଣ କରିଥିଲେ !

ତିର୍ତ୍ତୋଲ ଜଗତସିଂହପୁରରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା News Odisha.

Related posts

ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତକାରୀ ଅଧିକାରୀ ଭାବେ ଥିବା ଅତିରିକ୍ତ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଉଖମା ଗ୍ରାମବାସୀଙ୍କ ଦାବୀ

Sunil Chandra Nayak

ଡାବୁଗାଁ ରେ ମାଟ୍ରିକ ପରୀକ୍ଷା ଆରମ୍ଭ

Sunil Chandra Nayak

ଓ, ଏ,ଭି ପ୍ରବେଶିକା ପରୀକ୍ଷାରେ ବ୍ଲକ ରେ ସର୍ବାଧିକ ନୋ ରଖିଲେ ଅଭିପ୍ସା ମହାପାତ୍ର

Sunil Chandra Nayak

Leave a Comment

error: Content is protected !!