ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ରାଜପଥରେ ପଡିଲା ଗଛ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପାପଡାହାଣ୍ଡି,5/1, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ରୁ ନବରଙ୍ଗପୁର ରାସ୍ତାର ଜାତୀୟ ରାଜପଥ 26ର ମ୍ୟୁଜିଅମ ନିକଟରେ ଏକ ଗଛ ପଡ଼ିଥିବା ବେଳେ ଏଥରୁ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ମଧ୍ୟାହ୍ନରେ ରାସ୍ତା କଡ଼ରେ ଥିବା ବିରାଟ ଶାଳ ଗଛଟି ହଟାତ ଭାଙ୍ଗି ରାସ୍ତା ଉପରେ ପଡି ରହିଥିଲା | ଖବର ପାଇ ପାପଡାହାଣ୍ଡି ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ଥିଲେ | ପରେ ଗଛକୁ କଟାଯାଇ ରାସ୍ତାରୁ ହଟାଇଥିଲେ | ତେବେ ଏହି ଜାତୀୟ ରାଜପଥରେ ଦୈନିକ ଶତାଧିକ ଗାଡି ଚଳା ଚଳ ହୋଇଥାଏ | ଗଛ ଭାଙ୍ଗିବା ସମୟରେ କୌଣସି ଜନ ଜୀବନ କୁ ଆଘାତ ଲାଗି ନାହିଁ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ତିତକେଲା ବୀଣାପାଣି କ୍ଲବରେ ନୂଆଁଖାଇ ଭେଟଘାଟ, ସାଂସ୍କୃତିକ କାର୍ଯ୍ୟକ୍ରମ

masiha

ଫାଇବ ଟି ସଚୀବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ ଙ୍କ ପରିଦର୍ଶନରେ ପୋଡାଗଡା ଆସିବାକୁ ଥିବା ନେଇ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରସ୍ତୁତି

Sunil Chandra Nayak

ବାହାରପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ   

Sunil Chandra Nayak

Leave a Comment

error: Content is protected !!