ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋମନା ପୋଲିସ ପକ୍ଷରୁ ୧୦ ଦାଦନ ଶ୍ରମିକ ୩ ନାବାଳକଙ୍କୁ ଉଦ୍ଧାର , ଗୋଟିଏ ବୁଲେରୋ ଗାଡି ଜବତ, ଜଣେ ଗାଡି ଚାଳକ ଗିରଫ 

ନୂଆପଡା, ନୂଆପଡା ଜିଲ୍ଲା କୋମନା ଥାନା ଅଧିନସ୍ତ ତିଳେଇମାଲ ଏବଂ ହଲୁଆପାଳି ଗ୍ରାମରୁ ୧୦ ଜଣ ଦାଦନ ଶ୍ରମିକଙ୍କ ଚୋରା ଚାଲାଣ ବେଳେ କୋମନା ପୋଲିସ ପକ୍ଷରୁ ସନ୍ଧେହ ରେ ଉଦ୍ଧାର କରିଛନ୍ତି। କୋମନା ବ୍ଲକ ରୁ ଏକ ବୁଲେରୋ ଗାଡିରୁ ୧୦ ଜଣ ଦାଦନ ଶ୍ରମିକଙ୍କ ଉଦ୍ଧାର କରିଛନ୍ତି। ପାଞ୍ଚ ଜଣ ପୁରୁଷ ଏବଂ ପାଞ୍ଚ ଜଣ ମହିଳା ସହିତ ୩ ଜଣ ନାବାଳକ କୁ କୋମନା ପୋଲିସ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ଏକ ବୁଲେରୋ ଗାଡ଼ି ଜବତ କରିଥିବା ବେଳେ ଶ୍ରମିକ ଦଲାଲ ନିରଂଜନ ମେହେର ଏବଂ ଗାଡି ଚାଳକ ତନୁଜ ମେହେରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ ଉଦଘାଟନ କଲେ ଧର୍ମଗଡ଼ ବିଧାୟକ, ଛାତ୍ରୀ ହେବେ ଉପକୃତ

masiha

ଛତିଶଗଡ ର ଅବକାରୀ ମନ୍ତ୍ରୀଙ୍କ ଦିନିକିଆ ଡାବୁଗାଁ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Sunil Chandra Nayak

ଜବାହର ନବୋଦୟ ବିଦ୍ୟାଳୟରେ ଏକାଡେମୀକ୍ ଏଚିଭମେଣ୍ଟ ଏଓ୍ଵାର୍ଡ ସମାରୋହ

Sunil Chandra Nayak

Leave a Comment

error: Content is protected !!