ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେକ୍ନୋଓ୍ବାର୍ଲ୍ଡ +୨ ବିଜ୍ଞାନ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଉଦଯାପିତ

ମୟୂରଭଞ୍ଜ:- ୧୨/୦୧/୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସ୍ଥିତ ଟେକ୍ନୋଓ୍ବାର୍ଲ୍ଡ +୨’ ବିଜ୍ଞାନ ମହାବିଦ୍ୟାଳୟରେ ସପ୍ତମ ବାର୍ଷିକ, ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏଠାରେ ହକି ବିଶ୍ବକ୍ ଉଦଘାଟନ ଉତ୍ସବ ର ଜୀବନ୍ତ ପ୍ରସାରଣ ଦେଖିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

       ଟେକ୍ନୋଓ୍ବାର୍ଲ୍ଡ +୨ ବିଜ୍ଞାନ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠାନର ପ୍ରିନ୍ସପାଲ ପ୍ରଫେସର ଲଳିତ ମୋହନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ନର୍ଥଜୋନ ର ଡେପୁଟି ସେକ୍ରେଟେରୀ ଜୟଦେବ ପରାମାଣିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସୀମାନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅନୀଲ କୁମାର କର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେଟେକ୍ନୋଓ୍ବାର୍ଲ୍ଡ +୨ ବିଜ୍ଞାନ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଉଦଯାପିତ।

ରାଇରଙ୍ଗପୁର:- ୧୨/୦୧/୨୩; ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସ୍ଥିତ ଟେକ୍ନୋଓ୍ବାର୍ଲ୍ଡ +୨’ ବିଜ୍ଞାନ ମହାବିଦ୍ୟାଳୟରେ ସପ୍ତମ ବାର୍ଷିକ, ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏଠାରେ ହକି ବିଶ୍ବକ୍ ଉଦଘାଟନ ଉତ୍ସବ ର ଜୀବନ୍ତ ପ୍ରସାରଣ ଦେଖିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

       ଟେକ୍ନୋଓ୍ବାର୍ଲ୍ଡ +୨ ବିଜ୍ଞାନ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠାନର ପ୍ରିନ୍ସପାଲ ପ୍ରଫେସର ଲଳିତ ମୋହନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ନର୍ଥଜୋନ ର ଡେପୁଟି ସେକ୍ରେଟେରୀ ଜୟଦେବ ପରାମାଣିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସୀମାନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅନୀଲ କୁମାର କର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ରାଇରଙ୍ଗପୁର କଲେଜ ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଫେସର ପ୍ରଶାନ୍ତ ବାରିକ, ଆଇନଜୀବି ଭବାନୀଶଙ୍କର ମହାନ୍ତି ଓ ପରିବେଶ ବିଦ ତଥା ଭାଷ୍ୟକାର ଲଳିତ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ଛାତ୍ରଛାତ୍ରୀ’ଙ୍କ ଦ୍ବାରା ସ୍ବାଗତ ନାଚ ଓ ସଂଗୀତ ପରିବେଷଣ କରାଯିବା ସହିତ ଅତିଥି’ଙ୍କୁ ଫୁଲତୋଡା ଓ ଶାଲ୍ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଡଃ. ସସ୍ମିତା ଦାସ’ଙ୍କ ଦ୍ବାରା ଅନୁଷ୍ଠାନର ବାର୍ଷିକ ବିବରଣୀ ପ୍ରଦାନ କରାଯାଇଥିଲା। ସୂଚନା ଅନୁସାରେ ଟେକ୍ନୋଓ୍ବାର୍ଲ୍ଡ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ୨୦ ଜୁନ୍ ୨୦୧୧’ ମସିହାରେ ବଡପାହାଡ ଚ୍ୟାରିଟ୍ୟାବୁଲ ଏଜୁକେଶନାଲ ଟ୍ରଷ୍ଟ ଝରାଡିହି ବ୍ୟାନରରେ ପଞ୍ଜିକୃତ ହୋଇଛି। ଏହାର ଅଧ୍ୟକ୍ଷ ଭାବେ ଇଂ ଦୀନବନ୍ଧୁ ମହାନ୍ତ, ସଦସ୍ୟ ଭାବେ ଜୟଦ୍ରଥ ମହାନ୍ତ ଓ ଇଂ ଉମାକାନ୍ତ ମହାନ୍ତ ରହିଛନ୍ତି। ଶିକ୍ଷା ବର୍ଷ ୨୦୧୩-୧୪ ମସିହାରେ ଭଡାଗୃହରେ ମାତ୍ର ୩୪’ ଜଣ ଛାତ୍ରଛାତ୍ରୀ’ଙ୍କୁ ନେଇ ଏହି ଆଦିବାସୀ ବହୁଳ ଅଞ୍ଚଳରେ ସଫଳତାର ସହ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା। ଟେକ୍ନୋଓ୍ବାର୍ଲ୍ଡ ଅଫ୍ ଗ୍ରୁପ୍ ୨୦୧୭’ ମସିହାରେ ବେଚେଲୋର ଅଫ୍ ସାଇନ୍ସ ଆରମ୍ଭ କରିବାରେ ବଡ ସଫଳତା ହାସିଲ କରିଥିଲା। ଏହାପରେ ୨୦୨୦’ ମସିହାରେ ୨୦’ ସିଟ୍ ଯୁକ୍ତ ସିମିଳିପାଳ ସ୍କୁଲ କଲେଜ୍ ର ବ୍ୟାନର ତଳେ ୬୦’ ସିଟ୍ ଯୁକ୍ତ ନର୍ସିଂ ଏବଂ ମିଡଓ୍ବାଇଫାରି(ଜିଏନ୍ଏମ୍) ଅତିରିକ୍ତ ଶାଖା ତଥା ୨୦୨୨’ ରେ ୬୦’ ସିଟ୍ ଯୁକ୍ତ ପୋଷ୍ଟ ବେସିକ୍ ବିଏସସି ନର୍ସିଂ ସହିତ ଫାର୍ମାସିରେ ଡିଲ୍ଲୋମା ଖୋଲିବା ପାଇଁ ସକ୍ରିୟ ପ୍ରସ୍ତାବ ରହିଛି। ପିଜି କଳା ଏବଂ ବିଜ୍ଞାନ ପାଠ୍ୟକ୍ରମ, ୟୁଜି ରେ କଳା କ୍ଷେତ୍ରରେ ଡିଗ୍ରି ପାଠ୍ୟକ୍ରମ, ବିବି ଏବଂ ବିସିଏ ପରି ବ୍ୟବସାୟିକ ପାଠ୍ୟକ୍ରମ ରହିଛି। ଅନୁଷ୍ଠାନ ର ଅଧ୍ୟକ୍ଷ ଇଂ ଦୀନବନ୍ଧୁ ମହାନ୍ତ ଓ ରାଇରଙ୍ଗପୁର କଲେଜ ର ରସାୟନ ବିଜ୍ଞାନ ଅଧ୍ୟାପକ ଡିଏସ ମହାନ୍ତ ନିଜ ସଂକ୍ଷିପ୍ତ ବକ୍ତବ୍ୟରେ ଅନୁଷ୍ଠାନ ପକ୍ଷରୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଥିବାବେଳେ ଛାତ୍ରଛାତ୍ରୀ ଏହି ହୁଯୋଗର ସଦୁପଯୋଗ କରିବାକୁ ଆହ୍ବାନ ଦେଇଥିଲେ। ସମସ୍ତ ଅତିଥି ଗଣଙ୍କ ଅଭିଭାଷଣ ପରେ ଅନୁଷ୍ଠାନର ବାର୍ଷିକ ଖେଳକୁଦ, ପରୀକ୍ଷା ଓ ବିଭିନ୍ନ କ୍ଷେତ୍ରରେ କୃତ ଛାତ୍ରଛାତ୍ରୀ’ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ଛାତ୍ରଛାତ୍ରୀ’ଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ପ୍ରଫେସର ପ୍ରକାଶ ମଣ୍ଡଳ’ଙ୍କ ଦ୍ବାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭାସାଙ୍ଗ କରାଯାଇଛି।

ରାଇରଙ୍ଗପୁର କଲେଜ ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଫେସର ପ୍ରଶାନ୍ତ ବାରିକ, ଆଇନଜୀବି ଭବାନୀଶଙ୍କର ମହାନ୍ତି ଓ ପରିବେଶ ବିଦ ତଥା ଭାଷ୍ୟକାର ଲଳିତ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ଛାତ୍ରଛାତ୍ରୀ’ଙ୍କ ଦ୍ବାରା ସ୍ବାଗତ ନାଚ ଓ ସଂଗୀତ ପରିବେଷଣ କରାଯିବା ସହିତ ଅତିଥି’ଙ୍କୁ ଫୁଲତୋଡା ଓ ଶାଲ୍ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଡଃ. ସସ୍ମିତା ଦାସ’ଙ୍କ ଦ୍ବାରା ଅନୁଷ୍ଠାନର ବାର୍ଷିକ ବିବରଣୀ ପ୍ରଦାନ କରାଯାଇଥିଲା। ସୂଚନା ଅନୁସାରେ ଟେକ୍ନୋଓ୍ବାର୍ଲ୍ଡ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ୨୦ ଜୁନ୍ ୨୦୧୧’ ମସିହାରେ ବଡପାହାଡ ଚ୍ୟାରିଟ୍ୟାବୁଲ ଏଜୁକେଶନାଲ ଟ୍ରଷ୍ଟ ଝରାଡିହି ବ୍ୟାନରରେ ପଞ୍ଜିକୃତ ହୋଇଛି। ଏହାର ଅଧ୍ୟକ୍ଷ ଭାବେ ଇଂ ଦୀନବନ୍ଧୁ ମହାନ୍ତ, ସଦସ୍ୟ ଭାବେ ଜୟଦ୍ରଥ ମହାନ୍ତ ଓ ଇଂ ଉମାକାନ୍ତ ମହାନ୍ତ ରହିଛନ୍ତି। ଶିକ୍ଷା ବର୍ଷ ୨୦୧୩-୧୪ ମସିହାରେ ଭଡାଗୃହରେ ମାତ୍ର ୩୪’ ଜଣ ଛାତ୍ରଛାତ୍ରୀ’ଙ୍କୁ ନେଇ ଏହି ଆଦିବାସୀ ବହୁଳ ଅଞ୍ଚଳରେ ସଫଳତାର ସହ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା। ଟେକ୍ନୋଓ୍ବାର୍ଲ୍ଡ ଅଫ୍ ଗ୍ରୁପ୍ ୨୦୧୭’ ମସିହାରେ ବେଚେଲୋର ଅଫ୍ ସାଇନ୍ସ ଆରମ୍ଭ କରିବାରେ ବଡ ସଫଳତା ହାସିଲ କରିଥିଲା। ଏହାପରେ ୨୦୨୦’ ମସିହାରେ ୨୦’ ସିଟ୍ ଯୁକ୍ତ ସିମିଳିପାଳ ସ୍କୁଲ କଲେଜ୍ ର ବ୍ୟାନର ତଳେ ୬୦’ ସିଟ୍ ଯୁକ୍ତ ନର୍ସିଂ ଏବଂ ମିଡଓ୍ବାଇଫାରି(ଜିଏନ୍ଏମ୍) ଅତିରିକ୍ତ ଶାଖା ତଥା ୨୦୨୨’ ରେ ୬୦’ ସିଟ୍ ଯୁକ୍ତ ପୋଷ୍ଟ ବେସିକ୍ ବିଏସସି ନର୍ସିଂ ସହିତ ଫାର୍ମାସିରେ ଡିଲ୍ଲୋମା ଖୋଲିବା ପାଇଁ ସକ୍ରିୟ ପ୍ରସ୍ତାବ ରହିଛି। ପିଜି କଳା ଏବଂ ବିଜ୍ଞାନ ପାଠ୍ୟକ୍ରମ, ୟୁଜି ରେ କଳା କ୍ଷେତ୍ରରେ ଡିଗ୍ରି ପାଠ୍ୟକ୍ରମ, ବିବି ଏବଂ ବିସିଏ ପରି ବ୍ୟବସାୟିକ ପାଠ୍ୟକ୍ରମ ରହିଛି। ଅନୁଷ୍ଠାନ ର ଅଧ୍ୟକ୍ଷ ଇଂ ଦୀନବନ୍ଧୁ ମହାନ୍ତ ଓ ରାଇରଙ୍ଗପୁର କଲେଜ ର ରସାୟନ ବିଜ୍ଞାନ ଅଧ୍ୟାପକ ଡିଏସ ମହାନ୍ତ ନିଜ ସଂକ୍ଷିପ୍ତ ବକ୍ତବ୍ୟରେ ଅନୁଷ୍ଠାନ ପକ୍ଷରୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଥିବାବେଳେ ଛାତ୍ରଛାତ୍ରୀ ଏହି ହୁଯୋଗର ସଦୁପଯୋଗ କରିବାକୁ ଆହ୍ବାନ ଦେଇଥିଲେ। ସମସ୍ତ ଅତିଥି ଗଣଙ୍କ ଅଭିଭାଷଣ ପରେ ଅନୁଷ୍ଠାନର ବାର୍ଷିକ ଖେଳକୁଦ, ପରୀକ୍ଷା ଓ ବିଭିନ୍ନ କ୍ଷେତ୍ରରେ କୃତ ଛାତ୍ରଛାତ୍ରୀ’ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ଛାତ୍ରଛାତ୍ରୀ’ଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ପ୍ରଫେସର ପ୍ରକାଶ ମଣ୍ଡଳ’ଙ୍କ ଦ୍ବାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭାସାଙ୍ଗ କରାଯାଇଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସଫଳ ରୂପ ନେବ କଳା, ସଂସ୍କୃତି ଓ ପର୍ଯ୍ୟଟନ ଆନ୍ଦୋଳନର ଅନ୍ତଃସ୍ୱର ସାରା ଜିଲ୍ଲାରେ ପର୍ଯ୍ୟଟନ ଆନ୍ଦୋଳନକୁ ରାହା ଦେଖାଇବ ଡଙ୍ଗରଗଡ଼ ମହୋତ୍ସବ

masiha

ପେଙ୍ଗୁଇନ ଖଣି କମ୍ପାନୀର ରାଇକଳା (କୋଇଡା) ଖଣି ଠିକାଦାର ମାନଙ୍କ ଦ୍ବାରା ଶ୍ରମିକ ଶୋଷଣ ଓ ତ୍ରିପାକ୍ଷୀୟ ଚୁକ୍ତିନାମା ଲାଗୁ ନ କରିବା ପ୍ରତିବାଦରେ କେନ୍ଦ୍ରୀୟ ଆଂଚଳିକ ଶ୍ରମ କମିଶନର, ସେକ୍ଟର-୫ , ରାଉରକେଲା କାର୍ଯ୍ୟାଳୟରେ ଏଆଇଟିୟୁସିର ଧାରଣା

masiha

“ଖଣି ସହରରେ ଧନମାଳି ଫୋଟ ଭାଇରାଲ”ଖଣିବିଭାଗରେ କେହିନଥିଲା ବେଳେ କଣ ଖୋଜୁଛି ବ୍ରୋକର ?

masiha

Leave a Comment

error: Content is protected !!