ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାବଧାନ! ପାରାଦ୍ୱୀପ ଅଞ୍ଚଳରେ ମାତିଛନ୍ତି ମନ୍ଦିର ଲୁଟେରା 

ମନ୍ଦିର ମାନଙ୍କରୁ ଦେବଦେବୀଙ୍କ ଆୟ ଅଳଙ୍କାର ସହିତ ତମ୍ବା ପାତ୍ର ଗୁଡିକୁ ଚୋରି କରିବାକୁ ପଛାଉ ନାହାନ୍ତି ଲୁଟେରା ଦଳ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଅଞ୍ଚଳ ରଙ୍ଗିଆଗଡ ଗ୍ରାମର କିଛି ଲୋକ ଗୋଟିଏ ଚୋରକୁ ଧରି ଯାଞ୍ଚ କରିବାରୁ ତା ନିକଟରୁ ମନ୍ଦିରର ଅନେକ ତମ୍ବା ପାତ୍ର ସହିତ ମୂଲ୍ୟବାନ ମୁକୁଟ ଓ ସ୍ଵର୍ଣ୍ଣ ଅଳଙ୍କାର ବାହାରିଥିଲା ! ତାକୁ ପଚାରିବାରୁ ସେଇ ସବୁ ସ୍ଥାନୀୟ ମନ୍ଦିରର ବୋଲି କହିବାରୁ ଚୋରକୁ ଗ୍ରାମବାସୀମାନେ ଧରି ଅଭୟଚନ୍ଦପୁର ଥାନାରେ ଜିମା ଦେଇଛନ୍ତି ! ଚୋର ଜଣକ ଜାରକା ଅଞ୍ଚଳର ହୋଇଥିବା ବେଳେ ତାର ବାପାଙ୍କ ନାମ ଅରୁଣ ଭୋଇ ବୋଲି କହିଛି ! ତାପାଖରୁ ମନ୍ଦିର ସାମଗ୍ରୀ ସହିତ ଏଲଇଡ଼ି ଟିଭି, ମୋବାଇଲ ଆଦି ବହୁତ ଅଳଙ୍କାର ବାହାରିଥିବା ଜଣାପଡିଛି !

କୁଜଙ୍ଗ ପାରାଦ୍ୱୀପରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା

Related posts

ମହୁମାଛି ଆକ୍ରମଣ ରେ ଜଣେ ଆହତ

masiha

ଛାତ୍ରାଵାସରୁ ୪ର୍ଥ ଶ୍ରେଣୀର ନାବାଳକ ଛାତ୍ର ନିଖୋଜ

Sunil Chandra Nayak

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ 

masiha

Leave a Comment

error: Content is protected !!