ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱକଲ୍ୟାଣ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

 ମୟୂରଭଞ୍ଜ -୧୫/୧/୨୩ (ମସିହା)ଓଡିଶା ବ୍ରାହ୍ମଣ ମହାସଙ୍ଘ, ରାଇରଙ୍ଗପୁର ଶାଖାର ସଭାପତି ଅଧ୍ୟାପକ ଗଣେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଇରଙ୍ଗପୁରର ଶ୍ରୀ ଶ୍ରୀ ପୁର୍ଣଶ୍ୱର ମନ୍ଦିରରେ ବିଗତ ବର୍ଷ ପରି ଏ ବର୍ଷ ମଧ୍ୟ ବିଶ୍ୱକଲ୍ୟାଣ ମହାଯଂଜ୍ଞର ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା ଉକ୍ତ ବୈଠକରେ ପ୍ରମୁଖ ସଦସ୍ୟଙ୍କ ସର୍ବସମ୍ମତି କ୍ରମେ ଆସନ୍ତା ମାର୍ଚ୍ଚ ମାସ ତା 23,24,25,ଓ 26ରିଖ ଚାରି ଦିନ ବ୍ୟାପି ଯଜ୍ଞ ଆୟୋଜନ କରିବା ନେଇ ଦିନ ଧାର୍ଯ୍ୟ କରାଗଲା।ଉକ୍ତ ବୈଠକରେ ସଂଘର ସମ୍ପାଦକ ସୁଶାନ୍ତ କୁମାର ଶର୍ମା, କୋଷାଧକ୍ଷ ନୃସିଂହ ଚରଣ ଦାଶ,ଉପଦେଷ୍ଟା ତରୁଣ କୁମାର ନନ୍ଦ, ଈଶ୍ୱର ପ୍ରହରାଜ, ସଦସ୍ୟ ରବିନାରାୟଣ ହୋତା, ଅର୍ଦ୍ଧନ୍ଦୁ ଶେଖର ରଥ, ଶଶିର କୁମାର ପଣ୍ଡା, ସମୀର କୁମାର ଦାଶ, ଧନେଶ୍ୱର ଶତପଥୀ, ଜନରଞ୍ଜନ ଦାଶ, ବିମଳେନ୍ଦୁ ମିଶ୍ର, ମାନସ କୁମାର ମିଶ୍ର, ସତ୍ୟବ୍ରତ ଦାଶ, ହେମନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ରହି ବିଶ୍ୱକଲ୍ୟାଣ ଯଜ୍ଞର ସଫଳତା କାମନା କରିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆରସିଡ଼ି ହାଇସ୍କୁଲ ୧୯୮୫ ର ମ୍ୟାଟ୍ରିକ ବ୍ୟାଚ ର ବନ୍ଧୁମିଳନ

Sunil Chandra Nayak

ଅସହାୟ ଜନତାଙ୍କ ସେବାରେ ଇଂ.ଗୋପାଳ କୃଷ୍ଣ ଦାସ , ୪୩ ବର୍ଷ ବୟସରେ ୫୬ ଥର ରକ୍ତଦାନ ସହ ଶିଶୁ କର୍କଟ ରୋଗୀଙ୍କ ପାଇଁ ସାଜିଛନ୍ତି ଦେବଦୂତ

masiha

ରାଇରଙ୍ଗପୁର ଠାରେ ସ୍ୱତନ୍ତ୍ର ସଡ଼କ ସୁରକ୍ଷା ଅଭିଯାନ

Sunil Chandra Nayak

Leave a Comment

error: Content is protected !!