ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ ନେଇଗଲା ଦୁଇ ଜୀବନ

କାମାକ୍ଷାନଗର (ମ ନି ସ)21/1 // ପରଜଙ୍ଗ ବ୍ଲକ ଖାଲପାଳ ଗ୍ରାମରୁ ଅଲେଖ ନାଏକ ବୟସ ୭୩, ଘର ପାଖ ପଡିଆ କୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ଶିକାର ହୋଇଥିଲେ ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା l ସେହିପରି ପରଜଙ୍ଗ ଗଣ୍ଡ ତୈଳl ର ବରୀ ନାୟକ ଘର ପାଖ ପଡିଆ କୁ ଶୌଚ ପାଇଁ ଯାଇଥିଲେ , ସେ ମଧ୍ୟ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି l ଉଭୟକୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶିକ୍ଷାର ଆଲୋକ ବର୍ତ୍ତିକା ଶିକ୍ଷକର ଦେହାବସାନ ରେ ସମସ୍ତେ ଶୋକାକୁଳ 

Sunil Chandra Nayak

ଜିତାମିତ୍ର ଉଚ୍ଚ ବିଦ୍ୟାଳୟ କୋମନା ଠାରେ ଓଷ୍ଟା ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ 

masiha

ଧର୍ମଗଡ଼ ଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ ତରଫରୁ ମହାତ୍ମା ଜ୍ୟୋତି ରାଓ ଫୁଲେ ଙ୍କ ଜୟନ୍ତୀ ପାଳନ

masiha

Leave a Comment

error: Content is protected !!