ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ 

ଜୁନାଗଡ ୨୫/୦୧(ନି. ପ୍ର) ଜୁନାଗଡ ସ୍ଥିତ ପ୍ରିୟଦର୍ଶିନୀ ଇନ୍ଦିରାଗାନ୍ଧୀ ହାୟର ସେକେଣ୍ଡାରୀ ସ୍କୁଲ ଠାରେ ହୋଇଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ସମାରୋହ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୮ ଦିନ ଧରି ଚାଲିଥିବା ଏହି ଶିବିର ରେ ମହାବିଦ୍ୟାଳୟ ର ପ୍ରାୟ ୧୩୮ ଟି ବାଳିକା ମାନଙ୍କୁ ଜଲି ପରାଭୋଇ, ଧନିକା ନାୟକ, ଶିବାନୀ ଭାଟି ତନି ଜଣ ପ୍ରଶିକ୍ଷକ ପ୍ରଶିକ୍ଷଣ ଦେଉଥିଲେ,ଏହି ଶିବିର ୮ ଦିନ ଧରି ଚାଲିଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ବିଭୂତି ଭୂଷଣ ମେହେର ଙ୍କ ସଭାପତିତ୍ବ ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସବିତା ମେହେର,ସମ୍ମାନିତ ଅତିଥି ଭାବେ ଜୁନାଗଡ ଥାନ ଅଧିକାରୀ ଉତ୍ତମ କୁମାର ସାହୁ, ବରିଷ୍ଟ ସାମ୍ୱାଦିକ ସନ୍ତୋଷ ସିଂ ଦେଓ ଯୋଗ ଦେଇଥିଲେ , ସଂଯୋଜିକ ସାଗରିକା ଦାସ ଯୋଗ ଦେଇଥିଲେ ବିଶ୍ବରଂଜନ ବେହେରା ପରିଚାଳନା କରିଥିଲେ। ଶେଷ ରେ ମହାବିଦ୍ୟାଳୟ ଖେଳ ଶିକ୍ଷକ ସମୀର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

“ଜଙ୍ଗଲ ସାଥିରେ ବସିବା ମିତ” ଶୀର୍ଷକ କବିତା ଆସର ଅନୁଷ୍ଠିତ 

Sunil Chandra Nayak

୧- ନିମ୍ନମାନର କାମ ଅଭିଯୋଗ,ଫାଟିଗଲା କଂକ୍ରିଟ ରାସ୍ତା,୨- ଘରେ ପଶି ବାପା-ଝିଅଙ୍କୁ ଅସଦାଚରଣ ଅଭିଯୋଗ, ଝରକା, ଚେୟାର ସହ ଭାଙ୍ଗିଲେ ଆସବାବପତ୍ର, ଆତଙ୍କ ସୃଷ୍ଟି କରିବା ପରେ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ ,୩- ନିଶା .. ଖାଇବାକୁ ଚୋରି , ଚଟୁ,ଡେକ୍‌ଚି ବି ଛାଡୁ ନାହାନ୍ତି

Sunil Chandra Nayak

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

Leave a Comment

error: Content is protected !!