ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କଲା ବରିଷ୍ଠ ନାଗରିକ ମଞ୍ଚ

ବାଲେଶ୍ଵର,୨୬/୦୧/୨୩- ବାଲେଶ୍ଵର ଜିଲ୍ଲା ଖଇରା ବଜାର ସ୍ଥିତ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ମାନେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି । ମଞ୍ଚର ସଭାପତି ଶରତ କୁମାର ବିଶ୍ବାଳ ଜାତୀୟ ପତାକା ଉତ୍ତୋଳନ କରିବା ସମସ୍ତେ ଏକ ସ୍ବରରେ ଜାତୀୟ ସଂଗୀତ ଗାନକରିଥିଲେ । ଏଥିରେ ମଞ୍ଚର ସଦସ୍ୟ ମୁକ୍ତିକାନ୍ତ ଶତପଥୀ, ଅଭିରାମ ମହାପାତ୍ର, ବସନ୍ତ ଖିଲାର, ଉମେଶ ଚନ୍ଦ୍ର ନାୟକ, ପ୍ରଶାନ୍ତ କୁମାର ଦାସ, ବୁଦ୍ଧିରାମ ପାଣିଗ୍ରାହୀ ଓ ନାରାୟଣ ପେଡା ପ୍ରମୁଖ ଉପସ୍ଥିତ ହୋଇ ବକ୍ତବ୍ୟ ରଖିଥିଲେ ।

     ସେହିପରି ପ୍ରଶାନ୍ତ କୁମାର ଦାସ, ହରେକୃଷ୍ଣ ରାଉତ, ଚନ୍ଦ୍ରକାନ୍ତ, ଉମେଶ ଚନ୍ଦ୍ର ନାୟକ, ବୁଦ୍ଧିରାମ ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତରେ ପ୍ରତିଭା ପରିବାରର ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ସେହିପରି ଖଇରା ଜଳସେଚନ କାର୍ଯ୍ୟାଳୟ ସାମ୍ନାରେ ଥିବା ଜନଜାଗରଣ ମଞ୍ଚର କର୍ମକର୍ତ୍ତା ଉମେଶ ଚନ୍ଦ୍ର ନାୟକ, ନିରଞ୍ଜନ ବେହେରା ଓ ପ୍ରଶାନ୍ତ କୁମାର ଦାସଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ୭୪ତମ ସାଧାରଣତନ୍ତ୍ର ଦିବସ ପତାକା ଉତ୍ତୋଳନ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ “ବୀର ବିର୍ସା ମୁଣ୍ଡା ଵୃଦ୍ଧାଶ୍ରମ’ ରେ ୭୮ ତମ ସ୍ବାଧିନତା ଦିବସ ପାଳିତ 

masiha

କେନାଲ ରୁ ନିଖୋଜ ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର

Sunil Chandra Nayak

୧୪ ବର୍ଷରୁ କମ୍ ଆନ୍ତଃଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ୍ ୨୦୨୬ (ବାଳକ ଓ ବାଳିକା) ସମାପନ ସମାରୋହ

Sunil Chandra Nayak

Leave a Comment

error: Content is protected !!