ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଉଦଯାପିତ ହେଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ରାଇଘର, ନବରଙ୍ଗପୁର ଜିଲ୍ଲା ରାଇଘର, ବ୍ଲକ ସଦମହକୁମାର କୁମ୍ଭାରପାରା ଗ୍ରାମ ଠାରେ ଆଜି କୁମ୍ଭାରପାରା ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଶେଷ ତଥା ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ! ଏହି ଫାଇନାଲ ମ୍ୟାଚ ରେ କୁମ୍ଭାରପାରା/ମାରୁତି ଟିମ୍ ଓ ରାଇଘର ମଧ୍ୟରେ ଖେଳା ଯାଇଥିଲା,ଯେଉଁଥିରେ କୁମ୍ଭାରପାରା ଦଳ 8 ୱ୍ୱିକେଟରେ ବିଜୟ ଲାଭ କରି ଚାମ୍ପିୟନ ହୋଇଥିଲେ ! ଏହି ଟୁର୍ଣ୍ଣାମେଣ୍ଟରେ ସର୍ବ ମୋଟ 16 ଗୋଟି ଦଳ ଭାଗ ନେଇ ଥିଲେ। କୁମ୍ଭାରପାରା ଯୁବ କ୍ରିକେଟ କମିଟି ତରଫରୁ ଆୟୋଜନ କୋରାଯାଇଥିଲା ! ଫାଇନାଲ ମ୍ୟାରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ,ସମ୍ମାନିତ ଅତିଥି ଭାବେ ରାଇଘର ବ୍ଲକ ଉପାଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର,ରାଇଘର ସରପଞ୍ଚ ଲମ୍ବୋଦର ମାଝୀ,ରାଇଘର କଲେଜ ଅଧ୍ୟକ୍ଷ ପରୀକ୍ଷିତ ସାହୁ,ୱାର୍ଡ ମେମ୍ବର ଘସୁ ଗଣ୍ଡ ତଥା ଅନ୍ୟନ ଅତିଥିଗଣ ପ୍ରମୁଖ ଉପସ୍ଥିତ ରହିଥିଲେ !ଆୟୋଜକ କ୍ରିକେଟ ସଭାପତି ହେମନ୍ତ କୁମ୍ଭାର,ଉପସଭାପତି ରାମ କୁମ୍ଭାର,ସମ୍ପାଦକ ଅନନ୍ତ ପ୍ରସାଦ ନନ୍ଦୀ,କୋଷାଧ୍ୟକ୍ଷ ସଞ୍ଜୁ ରାଓ,ଗଣେଶ କୁମ୍ଭାର,ସାନ,ମନୋଜ,ସୁଜିତ, ଛୋଟୁ,ଘନଶ୍ୟାମ,ଶେଖର,ଦିପୁ,ସନ୍ତୁ,ପ୍ରଶ୍ନ,ଚୁକୁ,ତୁଲା,ବସନ୍ତ,ହେମନ୍ତ,ପିଣ୍ଟୁ,ମଧୁସୁଦନ,ଆଲୋକ,ଅମର,ଜିତୁ ପ୍ରମୁଖ ଖେଳ କୁ ପରିଚାଳନା କରିଥିଲେ !

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାବନ୍ଧ ରେ ୪୯ ତମ କ୍ରିକେଟ୍ ଟୁର୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ଵାଇଦାପୋଷୀ ଷ୍ଟାଡିୟମରେ ପ୍ରଥମ ସଵ୍ ଜୁନିଅର ଜିଲ୍ଲା ସ୍ତରୀୟ ରଗବୀ ଚମ୍ପିୟାନରେ ଵାଳକ ଵର୍ଗରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଏବଂ ଵାଳିକା ବର୍ଗରେ ଶାମାଖୁଣ୍ଟା ଚମ୍ପିୟାନ

masiha

ଉତ୍କଳ କରାଟେ ସ୍କୁଲ ର ବେଲ୍ଟ ପରୀକ୍ଷା

masiha

Leave a Comment

error: Content is protected !!