ଛାଇ
____*ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
॥ ଟିକେ ଛାଇ…
ଜୀବନ କୁ କୋଳେଇ ନେବା ର ପ୍ରୟାସ…॥
୪୧) ମୁକତି ଯଦି ତୁମେ ଚାହୁଁ ଥାଅ
ତେବେ ବିଷୟ କୁ ବିଷ ଭାବ
କ୍ଷମା,ଦୟା,ପବିତ୍ରତା,ସତ୍ୟ କୁ
ଅମୃତ ପରି ପାନ କରିବ
୪୨)ଶରୀର ସ୍ୱାସ୍ଥ୍ୟବାନ୍ ଯେଉଁ ପରିଯନ୍ତ
ମୃତ୍ୟୁ ଅଛି ତୁମ ଠାରୁ ଦୂର ରେ
ସେହି ପର୍ଯ୍ୟନ୍ତ କର ପୁଣ୍ୟ କାମ
କିଛି କରି ହେବ କି ମୃତ୍ୟୁ ପରେ ?
______
କୋଲନରା,ରାୟଗଡ଼ା ଜିଲ୍ଲା