ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଙ୍କଡ଼ାହାଡ଼ ଗ୍ରାମ୍ୟ ବ୍ୟାଙ୍କ ଲୂଟ ଘଟଣା ରେ 9 ଗିରଫ, ମରଣାସ୍ତ୍ର ସହିତ ସୁନା ଓ ଟଙ୍କା ଜବତ

କାମାକ୍ଷାନଗର (ମନିସ )୧୦/୦୨/୨୩_ ଢେଙ୍କାନାଳ ପୋଲିସ ର ବଡ ସଫଳତା l କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ରେ ଫେବୃଆରୀ ୩ ତାରିଖ ରେ ହୋଇଥିବା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ରେ ସମ୍ପୃକ୍ତ ୯ ଜଣଙ୍କୁ ପୋଲିସ ଗିରଫ କରିଛି l ସେମାନଙ୍କ ଠାରୁ ୬ କେଜି ୧୩୦ ଗ୍ରାମ ସୁନା, ୪ଲକ୍ଷ ୩୨ ହଜାର ନଗଦ ଟଙ୍କା, ୩ଟି ଦେଶୀ ପିସ୍ତଲ, ୩ଟି କଟୁରୀ ଓ ଭୁଜାଲି, ୧୧ଟି ଅଫୁଟା ଗୁଳି, ୨୬ଟି ମୋବଇଲ, ୪ଟି ବାଇକ୍ ସହ ଗୋଟିଏ ବୋଲେରୋ ଜବତ ହୋଇଛି l ଅଭିଯୁକ୍ତ ମାନଙ୍କ ଭିତରୁ ୮ ଜଣ ଅନଗୁଳ ର ଓ ଜଣେ ଢେଙ୍କାନାଳ ଜିଲ୍ଲା ର ବୋଲି କହିଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଡି ଆଇ ଜି ବ୍ରିଜେଶ ଲାଲ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବ୍ୟବସାୟୀ ଙ୍କୁ ଦାଦା ବଟି ମାଗିବା ମହଙ୍ଗା ପଡିଲା ମାନବାଧିକାର କର୍ମୀ ଙ୍କୁ ,ଥାନା ରେ ମାମଲା ରୁଜୁ କଲେ ବରିଷ୍ଠ ନାଗରିକ 

masiha

ଢେ଼ଙ୍କାନାଳ ଗଣଦୁଷ୍କର୍ମ ମାମଲା:ବନ୍ଧା ହେଲେ ଚାରି ଗଣଦୁଷ୍କର୍ମକାରୀ  

masiha

ପ୍ରେମିକାର ପ୍ରତାରଣା ସହିପାରିଲେନି ଯୁବକ , ହ୍ବାଟ୍‌ସଆପ୍‌ରେ ଷ୍ଟାଟସ୍ ଦେଇ କଲେ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!