ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଡୋଭା ଗ୍ରାମରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା 

ମୟୂରଭଞ୍ଜ -(ମସିହା) -ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର କୁସୁମୀ ବ୍ଲକ ଅନ୍ତର୍ଗତ ଡୋଭା ଗ୍ରାମରେ”ସମତା ସ୍ପୋର୍ଟସ କ୍ଲବ୍” ଆନୁକୁଲ୍ୟରେ ୨୯ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ବାଳକ,ବାଳିକା,ବୟସ୍କ ମାନଙ୍କୁ ପାଇଁ ବିଭିନ୍ନ ଖେଳକୁଦ,ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ବୋଲହରି ମହାକୁଡଙ୍କ ସଭାପତିତ୍ବରେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ତିରଞ୍ଜନ ପାତ୍ର; ମୁଖ୍ୟବକ୍ତା ଯୋଗେନ୍ଦ୍ର କୁମାର ଗିରି; ସମ୍ମାନୀୟ ଅତିଥି ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଅଚ୍ୟୁତାନନ୍ଦ ବେହେରା; ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମିହିର କୁମାର ମହାନ୍ତ; ଅବସରପ୍ରାପ୍ତ ସୁବେଦାର୍ ଭାରତୀୟ ଅର୍ମି ନରସିଂହ ଗିରି; ସହକାରୀ ଅଧିକ୍ଷଣ ଯନ୍ତ୍ରୀ ଅରୁଣ କୁମାର ବେହେରା;ରାଜସ୍ବ ନୀରିକ୍ଷକ ଡୋଭା ଦୀପକ କୁମାର ମହାପାତ୍ର;ଏମି ସ୍କଲର ପ୍ରଧାନ ଶିକ୍ଷକ ସତ୍ୟବାନ ଗିରି ଏବଂ ଉପଦେଷ୍ଟା ମୋଚିରାମ ମାଝୀ ପ୍ରମୁଖ୍ୟ ଯୋଗଦେଇ କ୍ରୀଡା ଏବଂ ଟାଟା ରୁ ଆସିଥିବା ନୃତ୍ୟ ପାର୍ଟି ସମସ୍ତ ଦର୍ଶକଙ୍କୁ ଉଦିଷ୍ଟ କରିଥିଲେ। କ୍ରୀଡା ପ୍ରତିଯୋଗିତାର ପ୍ରତିଷ୍ଠାତା ଉମାକାନ୍ତ ବେହେରା ଉପସ୍ଥିତ ରହି କ୍ରୀଡା ପରିଚାଳନା କରିଥିଲେ । ଅତିଥି ଗଣ କ୍ରୀଡ଼ାରେ ବିଜେତା ଖେଳାଳୀ ମାନଙ୍କୁ ପୁରଷ୍କୃତ କରିଥିଲେ । କ୍ଲବର ଉପସଭାପତି ଶେଖର ବେହେରା;ସମ୍ପାଦକ ରଘୁନାଥ ବେହେରା ଆଇନଜୀବି; ସହସଂପାଦକ ଗତିକୃଷ୍ଣ ବେହେରା , ଅଭିନରାୟଣ, ଦୀନବନ୍ଧୁ, ବାସୁଦେବ, କ୍ଷେତ୍ରମୋହନ,ବୁଲୁ,ଦିକୁ, ଛାକୁ,ଫାଗୁବାବୁ, ବଳରାମ, ସର୍ବେଶ୍ଵର, ଗୁରୁଚରଣ, ମନ୍ମଥ କୁମାର, ଦୋଲୁ,ଦନାର୍ଦ୍ଧନ,ତପନ, ପିଣ୍ଟୁ,ଦୀପକ, ଗଗନ,ଠୁଳିଆ,କୁଞ୍ଜ,ଦ୍ରୌପଦ, ଚେପା, ମିଥୁନ, ଅନୁରୁଦ୍ଧ, ଚଗୋଲୁ, ଚନ୍ଦନ, କୃଷ୍ଣଚନ୍ଦ୍ର,ବାବୁ, ରାଉତୁ,ମନୋଜ, କ୍ରୀଷ୍ଣା, ଗୁଡୁଲୁ ପ୍ରମୁଖ ସହାୟୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗ୍ରୀଷ୍ମ କାଳୀନ ବ୍ଯାଡମିନ୍ଟନ ପ୍ରଶିକ୍ଷଣ କର୍ମଶାଳା

ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଚିଲିଗୁଡା ଚମ୍ପିୟାନ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାର ପେନଚାକ ସିଲାଟ ଖେଳାଳିମାନ “ଷଷ୍ଠ ତମ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା ୧୬ ଟି ସ୍ବର୍ଣ୍ଣ ପଦକ, ୪ ଟି ରୌପ୍ୟ ପଦକ ଓ ୧୨ ଟି କାଁସ୍ୟ ପଦକ ମୋଟ ୩୩ଟି ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା କୁ ଗୌରବ ଆଣିଛନ୍ତି

masiha

Leave a Comment

error: Content is protected !!