ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଲଖଣ୍ଡି ରୁ ରେଗଡ଼ା ରାସ୍ତା ରେ ସଡକ ଦୁର୍ଘଟଣା 

ଗତ ତା 15/02/2023 ରେ ପୁଣି ଗୋଟେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କର୍ଲାମୁଣ୍ଡା ବ୍ଲକ ସ୍ଥିତ ଫଲସାପଡା ଗାଁ ର ଜଣେ 32-35ବର୍ଷୀୟ ଯୁବକ ରାଜ ସାହୁ ପାରିବାରିକ ସମ୍ବନ୍ଧ ନେଇ ରେଗାଡ଼ା ପଂଚାୟତ ଯୋଗିପାଲା ଗାଁ ର କୈଳାଶ ସାହୁ ସମ୍ପର୍କ ରେ ସଡୁ ଲାଗିବେ ତାଙ୍କୁ ଭେଟିବାକୁ କୁ ଆସିଥିଲେ | ଫେରୁ ଫେରୁ ସମୟ ସନ୍ଧ୍ୟା ପ୍ରାୟ 6: 30 pm ମି ରେ ନିଜ ଘରକୁ ଫେରୁଥିବା ସମୟରେ ମଙ୍ଗଲା ଜୋର ବ୍ରିଜ ର ହଠାତ ୟୁ ବୁଲାଣି ରାସ୍ତା ରେ ସାମ୍ନା ପଟୁ  ଟିଉସନ୍ ପଢୁଆ ପିଲାମାନେ ଆସୁଥିଲେ ଯାହା  ସାମ୍ନା ସାମ୍ନୀ ହୋଇ ହଠାତ ବ୍ରେକ ମାରିବା ସହ ନିଜର ଭାରସାମ୍ୟ ହରାଇ ରାସ୍ତା ରେ  ଦୁର୍ଘଟଣା ର ଶିକାର ହୋଇଛନ୍ତି | ତଥା ତୁରନ୍ତ ଘଟଣାର ଖବର ପାଇ କଳାହାଣ୍ଡି ର ସ୍ବେଛାସେବୀ ତଥା ବିବେକସେନା ର ବରିଷ୍ଠ ସଦସ୍ୟ ବାବୃବାହାନ ରଣା, ଛନ୍ଦା ସାହୁ, ପ୍ରେମରାଜ ସାହୁ, ଉତ୍ତମ ଚୌଧୁରୀ, ମାନସ ଚୌଧୁରୀ , ଜନ୍ମେଜୟ ରଣା, ଥକାମନ ରଣା, ଗଣେଶ ଚୌଧୁରୀ,ଫିରୋଜ ରଣା, ସହଯୋଗର ହାତ ବଢ଼ାଇ ଆମ୍ବୁଲାନ୍ସ କୁ ନ ଡାକି ମଧ୍ୟ ନିଜ ବାଇକ୍ ରେ ପାଖେ ଥିବା ହସ୍ପିଟାଲ ରେ ପହଞ୍ଚାଇ ଥିଲେ |

ସରକାର ଙ୍କୁ ନିବେଦନ କରୁଛୁ କି ଏମିତି  ବିପଦ ସଙ୍କୁଳ   ରାସ୍ତା ଉପରେ ଧ୍ୟାନ ଦେଇ ତାକୁ ମରାମତି କରାଯାଉ,ନଚେତ ଏମିତି ଅନେକ ଲୋକଙ୍କର ଜୀବନ ଅସୁବିଧା ର ସାମ୍ନା ହୋଇପାରେ।

ବିବେକସେନା ତରଫରୁ ମୁଁ ବାବୃବାହନ ରଣା ଆପଣମାନଙ୍କୁ ମଧ୍ୟ ସୂଚନା ଦେବାକୁ ଚାହୁଁଛି କି… ଯଦି ଏମିତି ଅସୁବିଧା ର ସାମ୍ନା କେବେ କରନ୍ତି ତେବେ ଯେତେ ସମୟ ଆମ୍ବୁଲାନ୍ସ ଆସିବାରେ ଲାଗିବ ସେହି ସମୟ ମଧ୍ୟରେ ନିଜେ ହିଁ ସାହାଯ୍ୟ କର ଗୋଟେ ଜୀବନ ମରୁ ମରୁ ବଞ୍ଚିଗଲେ ନିଜ ଜୀବନ ବି ସାର୍ଥକ ହେଇପାରେ 

ବାବୃବାହାନ ରଣା , ରେଗେଡ଼ା 

Related posts

ବନ୍ଧୁଗାଁ ବ୍ଲକରେ ପ୍ରଥମେ ଲେମନ ଗ୍ରାସ ଚାରା  ଚାଷ ଆରମ୍ଭ କରି ଲୋକଙ୍କ ମୁହଁରେ ହସ ଫୁଟାଇ ଥିବା ଆନ୍ଧ୍ରପ୍ରଦେଶର ଜେ ସୁଧାକର ରେଡ୍ଡୀ ଙ୍କ ହୃଦଘାତ ମୃତ୍ୟୁ

masiha

ଭୁବନ ଥାନା ତରଫରୁ ସାଇବର ସୁରକ୍ଷା ଅଭିଯାନ

Sunil Chandra Nayak

ଦୁଃଖୀ/ଗରିବଙ୍କ ଦୁଃଖ ସହ ସର୍ବଦା ଶାସ୍ତ୍ରୀନଗର ଯୁବ କମିଟି

masiha

Leave a Comment

error: Content is protected !!