ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ବଜେଟ୍ ୨୦୨୩: ବିଧାନସଭାରେ ରାଜ୍ୟ ବଜେଟ୍‌ ଉପସ୍ଥାପିତ: ୨ ଗୁଣ ବଢିଲା କୃଷି ବଜେଟ୍

ନବୀନଙ୍କ ପଞ୍ଚମ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ 

 ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍‌। ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍‌ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ନବୀନଙ୍କ ପଞ୍ଚମ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ । ବଜେଟ୍‌ରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ସ୍କୁଲ ଓ ଗଣଶିକ୍ଷା ପାଇଁ ୨୨ ହଜାର ୫୨୮ କୋଟି ବ୍ୟୟବରାଦ ହୋଇଛି । ସେହିପରି ନଗର ଉନ୍ନୟନ ପାଇଁ ୭୯୧୪ କୋଟି ।

ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍‌ ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍‌ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତଥର କୃଷି ବଜେଟ ରାଶି ଗତବର୍ଷଠାରୁ  ୨୦% ଅଧିକ ହୋଇଥିବା ଜଣାପଡିଛି । ସମୁଦାୟ ୨୪ ହଜାର ୮୨୯ କୋଟିର କୃଷି ବଜେଟ ଉପସ୍ଥାପିତ ।

କୃଷି ବଜେଟ-୨୦୨୩: ଚଳିତ ବର୍ଷ ୨୦ ହଜାର ନଳକୂପ ପାଇଁ ୩ଶହ କୋଟି, ଗଭୀର ନଳକୂପ ପାଇଁ ୪୧୯୮ କୋଟି ବରାଦ ହୋଇଛି । ଆଗାମୀ ୩ ବର୍ଷ ମଧ୍ୟରେ ଲକ୍ଷେ ଗଭୀର ନଳକୂପ ହେବ । ଏବର୍ଷ ହେବ ୧୬ଟି ଇନ୍‌ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର । କୃଷିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ୩୬୭  କୋଟି, କୃଷି ଉତ୍ପାଦକ ସଂଗଠନ ପାଇଁ ୫୨ କୋଟିର ସହାୟତା । ସୌର ଜଳନିଧି ଯୋଜନା ପାଇଁ ୨୫୦ କୋଟି,  ଏଥିସହ ୧୦ ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ । ୫ ବର୍ଷରେ ୯ ଜିଲ୍ଲାରେ ହେବ ପଣସ ମିଶନ ସେଥିପାଇଁ ୯ କୋଟି ବରାଦ । ମତ୍ସ୍ୟ ଓ ପଶୁ ସଂପଦ ବିକାଶ ପାଇଁ ୧୭୬୯ କୋଟି, ଉଦ୍ୟାନ କୃଷି ବିକାଶ ପାଇଁ ୩୮୧ କୋଟି ଛତୁ ଓ ଫୁଲଚାଷ ମିଶନ ପାଇଁ ୧୦୦ କୋଟି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୩୦୬ କୋଟି, କ୍ଷୁଦ୍ର ଜଳସେଚନରେ ସହାୟତା ବାବଦକୁ ୪୫ କୋଟି, କୃଷି ଉପକରଣ ରିହାତି ପାଇଁ ୩୮୮ କୋଟି, ୫ ବର୍ଷରେ ୨ ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷ ଲକ୍ଷ୍ୟ, କାଳିଆ ଯୋଜନା ପାଇଁ ୧୮୭୯ କୋଟି ବରାଦ । ଧାନ ସଂଗ୍ରହ ପାଇଁ ୨ ହଜାର କୋଟିର ରିଭଲ୍‌ଭିଂ ପାଣ୍ଠି  ।

ଡିସେମ୍ବର ସୁଦ୍ଧା ସବୁ ସ୍କୁଲରେ ସ୍ମାର୍ଟ ଲର୍ନିଂ ସେଣ୍ଟର କରାଯିବ । ଆକାଂକ୍ଷା ଯୋଜନା ପାଇଁ ୪ କୋଟି, ଅନ୍ବେଷା ଯୋଜନା ପାଇଁ ୧୨୪ କୋଟି, ଦିବାଧ୍ୟାୟୀ ପିଲାଙ୍କୁ ମିଳିବ ୫୦୦, ମାଟ୍ରିକ ପରବର୍ତ୍ତୀ ବୃତ୍ତି ପାଇଁ ଅନ୍ତେବାସୀଙ୍କୁ ୧ ହଜାର, ଷଷ୍ଠରୁ ଅଷ୍ଟମ ଯାଏ SC/ST ପିଲାଙ୍କୁ ମିଳିବ ବୃତ୍ତି, ପ୍ରାକ୍‌ ମାଟ୍ରିକ୍‌ ବୃତ୍ତି ବାର୍ଷିକ ୫ଶହକୁ ବୃଦ୍ଧି । ମୂଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ ୮୧୧ କୋଟି, ୨୩୭ ଛାତ୍ରାବାସ ପାଇଁ ହଜାରେ କୋଟି ବ୍ୟୟ ବରାଦ , ସ୍କୁଲ ପୋଷାକ ସହାୟତା ୬୦୦ରୁ ହଜାରେ ଟଙ୍କାକୁ ବୃଦ୍ଧି,  ସାଇକେଲ ବଣ୍ଟନ ପାଇଁ ୧୫୫ କୋଟି ବରାଦ, ନବମ ଶ୍ରେଣୀ ପିଲାଙ୍କୁ ସାଇକେଲ ପାଇଁ ମିଳିବ ୩,୫୦୦।

୧୦୬ ହାଇସ୍କୁଲ ହେବ ଉଚ୍ଚ ମାଧ୍ୟମିକ ସ୍କୁଲ ,୧୭୯୯ କନିଷ୍ଠ ସହାୟକ, ୩୩୫ PGT ନିଯୁକ୍ତ ହେବେ, CM ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି, ମୋ ସ୍କୁଲ ଅଭିଯାନ ପାଇଁ ୮୦୫ କୋଟି, ଗ୍ରାମାଞ୍ଚଳରେ ୩ହଜାର ଓ ସହରାଞ୍ଚଳରେ ୪ହଜାର ମିଳିବ । ସେହିପରି ହରିଶ୍ଚନ୍ଦ୍ର ସହାୟତା ରାଶି ଟଙ୍କାରେ ଏକ ହଜାର ବଢିଛି । ନିଯୁକ୍ତି ପାଇଁ ପ୍ରତିଷ୍ଠାନ ବ୍ୟୟ ବରାଦ ୨୨୯ କୋଟି, ୫ ହଜାର ଡାକ୍ତର ଓ ୯ ହଜାର ନର୍ସ ନିଯୁକ୍ତି ଲକ୍ଷ୍ୟ ରଖାଯାଇଛି । କର୍କଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୧୧ କୋଟି ।

ରାଜ୍ୟରେ ୨୩୬ଟି ନୂଆ ଆମ୍ବୁଲାନ୍ସ ଚାଲିବ ଏବଂ ସେଥିପାଇଁ ୨୫୦ କୋଟି ବରାଦ ଦିଆଯାଇଛି । ଏଣିକି ୨୦ ମିନିଟ୍‌ରେ ପହଞ୍ଚିବ ୧୦୮ ଆମ୍ବୁଲାନ୍ସ । ମୂଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପାଇଁ ୩୦୦୩ କୋଟି, ନିରାମୟ ଯୋଜନାରେ ୫୧୩ କୋଟି ।

ଜନସ୍ବାସ୍ଥ୍ୟ ସେବା ପାଇଁ ୧୬ ହଜାର ୦୪୮ କୋଟି, ପୁଞ୍ଜି ବ୍ୟୟ ଅଟକଳ ୫୧ ହଜାର ୬୮୩ କୋଟି, ବିପର୍ଯ୍ୟୟ ରେସ୍‌ପନ୍ସ ପାଣ୍ଠି ପାଇଁ ୩୭୦୦ କୋଟି, ପ୍ରାଶାସନିକ ବ୍ୟୟ ବରାଦ ୯୪ ହଜାର କୋଟି, କାର୍ଯ୍ୟକ୍ରମ ବ୍ୟୟ ବରାଦ ୧.୨୫ ଲକ୍ଷ କୋଟି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି; ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

Sunil Chandra Nayak

୨୦୨୨ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୬.୩୧ ଲକ୍ଷ ଲୋକଙ୍କୁ ମିଳିଛି ମାଗାଣା ଚିକିତ୍ସା

Sunil Chandra Nayak

୨୨ଟି ପଛୁଆ ବର୍ଗର ଜାତିକୁ ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ (ଏସଇବିସି) ତାଲିକାରେ ସାମିଲ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort