ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ୫ମାର୍ଚ୍ଚ ରେ ମୂଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗ୍ରସ୍ତ

୪ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ୱେ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଲୋକାର୍ପିତ କରିବେ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ସେ ବସରେ ଆସିବେ ବୋଲି ପ୍ରକାଶ ପାଇଛି। ଏନେଇ ପ୍ରଶାସନିକ ପ୍ରସ୍ତୁତି ଚାଲିଛି।

ସେହିଦିନ ସେ ବିଜେପୁର ଅଂଚଳରେ ହେଲିକପ୍ଟର ରେ ଓହ୍ଲାଇ ବିଜୁ ଏକ୍ସପ୍ରେସ ୱେ ର ଉଦ୍ଘାଟନ କରିବେ । ସେଠାରୁ ସେ ସ୍ଵତନ୍ତ୍ର ବସ୍ ଯୋଗେ ବିଜୁ ଏକ୍ସପ୍ରେସ ୱେ ରେ ନୂଆପଡ଼ା ଦେଇ କଳାହାଣ୍ଡି ଆସିବେ। ସେ କଳାହାଣ୍ଡି ଜିଲ୍ଳାର ଆମପାଣି ଯାଏଁ ବିଜୁ ଏକ୍ସପ୍ରେସ ୱେ ରେ ବସ୍ ରେ ଯିବେ। ଏହି ଅବସରରେ ସେ ଧର୍ମଗଡ ସ୍ଥିତ ବିଜୁ ଏକ୍ସପ୍ରେସ ୱେ ସନ୍ନିକଟ ଗୋଲେଇ ଛକ ଠାରେ ଏକ ସଭା କରାଯିବାର କାର୍ଯ୍ୟକ୍ରମ ଅଛି। ଏଥି ସହିତ ଜୁନାଗଡ ଓ ଧର୍ମଗଡ ଠାରେ ଓଏସଆରଟିସି ପକ୍ଷରୁ ନବ ନିର୍ମିତ ବସ୍ ଷ୍ଟାଣ୍ଡ କୁ ଅଭାସି ମାଧ୍ୟମରେ ଲୋକାର୍ପିତ କରିବେ ବୋଲି ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରୁଷିଆରେ ବାଲୁକା କଳା ପ୍ରଦର୍ଶନ କରିବେ ଓଡ଼ିଆ ପୁଅ ଓମ୍‌ ପ୍ରକାଶ

ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଘାଟିତ

Sunil Chandra Nayak

ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିଂଲାର ୨୧ ତମ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!