ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୁଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗସ୍ତକୁ ନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ବୀର ଚହରିଆ ସାଂସ୍କୃତିକ ଅନୁଷ୍ଠାନ ସଭା ଗୃହ ଠାରେ ଏହି ମୁଣ୍ଡରା ଗୁଡା ଗ୍ରାମ ପଞ୍ଚାୟତ ର ବିଜେଡି ସଭାପତି ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଜେଡିର ଅନେକ ସଭ୍ୟ ଉପସ୍ଥିତ ରହି ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗସ୍ତକୁ ସଫଳ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।ଏଥିରେ ବରିଷ୍ଠ ସଦସ୍ୟ ପଦ୍ମ ନାଭ ନାଗ ,ବାମ ଦେବ ପାଢ଼ୀ ,ଶ୍ରୀପତି ପଟେଲ ,ବୀଣା ପଟେଲ ,ବାସୁ ଦେବ ପାଢ଼ୀ ,ବୈକୁଣ୍ଠ ନ।ଏକ ,ଦାମୋଦର ପଟେଲ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ରେ ପଞ୍ଚାୟତ ସଭାପତି ମହେଶ୍ୱର ସାହୁ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଯୋଗଦାନ କରି ବାକୁ ବିଜେଡି କର୍ମ କର୍ତ୍ତା ମାନଙ୍କୁ ଅନୁରୋଧ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’

Sunil Chandra Nayak

ପାଣ୍ଡିଆନଙ୍କ ନର୍ଲା ଗ୍ରସ୍ତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ: ନର୍ଲା କଂଗ୍ରେସ

ଗ୍ୟାରେଣ୍ଟି କାର୍ଡ ବଣ୍ଟନ  ସହ କଂଗ୍ରେସ ବିଧାୟକ ପ୍ରାର୍ଥୀ ଙ୍କ ପ୍ରଚାର 

masiha

Leave a Comment

error: Content is protected !!