ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓ୍ଵାଲଟିୟର ଡିଭିଜନାଲ ରେଲଓ୍ବେ ଡିଆରଏମ୍ ଙ୍କ ରାୟଗଡା ଗସ୍ତ

ରାୟଗଡା:୨୩/୨- ମସିହା:- ରେଳଓ୍ବେ ଓ୍ବାଲଟିୟ ଡିଭିଜନାଲ ଡିଆରଏମ୍ ଶ୍ରୀ ଅନୁପ ଶତପଥୀ ରାୟଗଡା ଆସି ରାୟଗଡା ଷ୍ଟେସନସହ କୋରାପୁଟ-ରାୟଗଡା ମଧ୍ୟରେ ଥିବା ରେଳଷ୍ଟେସନ ବିଭାଗୀୟ ପ୍ରତିଷ୍ଠାନ ଓ ସୁରକ୍ଷା ବ୍ଯବସ୍ଥାର ତଦାରଖ କରିଥିଲେ। ଶ୍ରୀ ଶତପଥୀ ରେଳଟ୍ରାକ୍ ଓ ଷ୍ଟେସନ ଗୁଡିକରେ ଥିବା ସୁବିଧା ଓ ନିର୍ମାଣଧିନ କାର୍ଯ୍ଯ ଗୁଡିକର ତଦାରଖ କରିଥିଲେ। ସିଙ୍ଗାପୁର ରୋଡ- କୋରାପୁଟ ମଧ୍ୟରେ ଥିବା ୨ୟ ଲାଇନ କାମ ରେଳ ଟନେଲ, ଲେବର କ୍ରସିଂ, ରେଳ ଫାଟକ ବୁଲି ସ୍ଥିତି ସମୀକ୍ଷା କରିଥିଲେ। ରାୟଗଡା ଷ୍ଟେସନ ରେ ଥିବା ବିଭିନ୍ନ ବ୍ଯବସ୍ଥାର ଯାଞ୍ଚ କରିଥିଲେ। ଶ୍ରୀ ଶତପଥୀଙ୍କ ଏହି ଗସ୍ତ ସମୟରେ ରେଳ ବିଭାଗର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ନନ୍ଦ ଘର ର ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ତାଲିମି ଶିବିର ଅନୁଷ୍ଠିତ

Sunil Chandra Nayak

କେଗାଁ ମାଲପଡା ଠାରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!