ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫାଇବ ଟି ସଚୀବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ ଙ୍କ ପରିଦର୍ଶନରେ ପୋଡାଗଡା ଆସିବାକୁ ଥିବା ନେଇ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରସ୍ତୁତି

ନବରଙ୍ଗପୁର—(ମସିହା) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଐତିହାସିକ ପର୍ଜ୍ୟଟନ ସ୍ଥଳୀ ପୋଡାଗଡକୁ ତା୧୯/୩/୨୦୨୩ରେ ଫାଇବ୍ ଟି ସଚୀବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ ପରିଦର୍ଶନରେ ଆସିବାକୁ ଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ.କମଳ ଲୋଚନ ମିଶ୍ର ଉକ୍ତ ପର୍ଜ୍ୟଟନ ସ୍ଥଳୀକୁ ଆସି ପ୍ରସ୍ତୁତି କାର୍ଜ୍ୟକ୍ରମ କରି ପୋଡାଗଡ ଚେରିଟେବୁଲ୍ ଟ୍ରଷ୍ଟର ସମସ୍ତ କର୍ମକର୍ତା ମାନଙ୍କ ସହ ବ୍ୟାପକ ଆଲୋଚନା କରି ଥିଲେ।ପରିବେଶବୀତ୍ ତଥା ପୋଡାଗଡ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା କୈଳାଶ ଚନ୍ଦ୍ର ବେହେରା ଓ ଟ୍ରଷ୍ଟର ଅନ୍ୟ କର୍ମକର୍ତା ଉପସ୍ତିତ ରହି ଜିଲ୍ଲାପାଳଙ୍କୁ ସହଯୋଗ କରି ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଅତିରିକ୍ତ ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ନାବାଳିକା ଗଣଦୁଷ୍କର୍ମ କାରୀଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ ବିଶାଳ ଆଦିବାସୀ ସମାବେଶ 

ଶିକ୍ଷକଙ୍କ ଠାରୁ ୯0 ହଜାର ଟଙ୍କା ଲୋଟି ନେଲେ ସାଇବର ଠକ

Sunil Chandra Nayak

Leave a Comment

error: Content is protected !!