ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟ ମା’ ବିରଜା ସାହିତ୍ୟ ସଦନକୁ ଦିଲ୍ଲୀରୁ ଆନ୍ତର୍ଜାତୀୟ ସମ୍ବର୍ଦ୍ଧନା

ଦଶରଥ ପୁର:-ଯାଜପୁର ଜିଲ୍ଲା ଦଶରଥ ପୁର ଅଞ୍ଚଳର ଜୟ ମାଆ ବିରଜା ସାହିତ୍ୟ ସଦନ ପଞ୍ଜିକୃତ ସଂଖ୍ୟା-୧୩୨୩୨୯୧/୨୯/୧୧/୦୨୧ ଭାରତ ସରକାରଙ୍କ ଦ୍ବାରା ମାନ୍ଯତା ପ୍ରାପ୍ତ ଅନୁଷ୍ଠାନ(ଉତ୍କଳ ମାଟି)ଲାଲବାଗ,ଖାନନଗର, ମଙ୍ଗଳ ପୁର ଆଜି ତା ୧୯/୦୩/୦୨୩ରିଖ ରବିବାର ଦିନ ଆନ୍ତର୍ଜାତୀୟ ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନର ଦ୍ବାଦଶ ଜାତୀୟ ଆଲୋଚନା ଚକ୍ର ଦିଲ୍ଲୀ ତରଫରୁ ସମ୍ପାଦକ-ସୁଶାନ୍ତ କୁମାର ସାବତ,ସଭାପତି-ମଧୁସୂଦନ ଦାସଙ୍କ କର କମଳରୁ ବିରଜାପ୍ରଭା ପତ୍ରିକାର ସମ୍ପାଦକ ଉମାକାନ୍ତ ଦାସ ,ତଥା ତାଙ୍କ ଆଦ୍ଯଗରୁ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ଦାସ ,ଦିପ୍ତୀ ରଞ୍ଜନ ବାରିକ୍, ମଧୁସୂଦନ ବିଶ୍ବାଳ, କୃଷ୍ଣଚନ୍ଦ୍ର ଦାସ,ଇନ୍ଦ୍ରମଣି ଜେନା, ସୋମନାଥ ଦାସ,ଅରୁଣ କୁମାର ପଲାଇ,ମଦନ ମୋହନ ଦାସ,ସୌଭାଗ୍ୟ ପଲାଇ,ଉମାକାନ୍ତ ବାରିକ୍,ଗୌତମ ଦାସ,,ଦେବେନ୍ଦ୍ର ପଲାଇ, ସୁନାକର ପରିଡ଼ା, ଗ୍ଯାନ ରଞ୍ଜନ ପଲାଇ ପ୍ରମୁଖ ଆନ୍ତର୍ଜାତୀୟ ସମ୍ବର୍ଦ୍ଧନା ପତ୍ରଟିକୁ ଗ୍ରହଣ କରି ସମବେତ କଣ୍ଠରେ ରାଜଧାନୀ ଦିଲ୍ଲୀ ସର୍ବଭାରତୀୟ ଭାଷା ସାହିତ୍ୟ ମେଳାରେ ଜୟ ଉତ୍କଳ ଜନନୀ ,ଜୟ ଓଡ଼ିଆ ଭାଷା ସାହିତ୍ୟର ସ୍ଲୋଗାନ ଦେଇଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ,ସଂଗୀତ ଜୀବନକୁ ପ୍ରାଣବନ୍ତ କରେ…..

Sunil Chandra Nayak

ଜିଲ୍ଲା ଆଇନଶୃଙ୍ଖଳା ପରିଚାଳନା ବୈଠକ

Sunil Chandra Nayak

ଶିକ୍ଷକ ହେଉଛନ୍ତି ବିଶ୍ଵକର୍ମା .., ଆଦର୍ଶ ବିଦ୍ୟାଳୟ ର ବାର୍ଷିକୋତ୍ସବ 

masiha

Leave a Comment

error: Content is protected !!