ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବେଚ୍ଛାସେବୀ ଅନୁଷ୍ଠାନ “ଟିମ୍ ୪୯୯ ଓଡ଼ିଆ” ର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁ ଥିବା ବେଳେ ଉପସଭାପତି ସମ୍ପାଦକ ମନୋନୀତ !!!

ଖୋର୍ଦ୍ଧା:- ସାରା ଓଡ଼ିଶାର ଯୁବକ ଯୁବତୀ ମାନଙ୍କୁ ନେଇକି ଗଠିତ ହୋଇଥିବା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର ଚିଲିକା ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ୍ ୪୯୯ ଓଡ଼ିଆ। ପ୍ରତେକ କ୍ଷେତ୍ରରେ ବାଲୁଗାଁ ବାଣପୁର ଚିଲିକା ଅଞ୍ଚଳରେ ରହୁଥିବା ଅସହାୟ ଲୋକଙ୍କ ପାଖରେ ପହଞ୍ଚି ସହଯୋଗ ର ହାତ ବଢ଼ାଇ ଆସୁଥିବା ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ଦାଇତ୍ଵରେ ରାକେଶ ସାହୁ ଥିବା ବେଳେ ଉପସଭାପତି ସମ୍ପାଦକ ପଦ ଖାଲି ପଡ଼ିଥିଲା। ଗୁରୁବାର ଦିନ ଖୋର୍ଦ୍ଧା ଜିଲ୍ଲା ଟିମ୍ ପକ୍ଷରୁ ନିଷ୍ପତି ନିଆ ଯାଇ ଟିମ୍ ରେ ରହି ଆସିଥିବା ଆଘ ଧାଡିର ସଦସ୍ୟ ମାନଙ୍କୁ ଦାଇତ୍ଵ ଦିଆ ଯାଇଛି ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଭାବରେ ଦିଲ୍ଲୀପ କୁମାର ସ୍ବାଇଁ, ସମ୍ପାଦକ ନାରାୟଣ ସାହୁ, ସହ ସମ୍ପାଦକ ଭାବରେ ବଇକୁଣ୍ଠ ନାଥ ପ୍ରଧାନଙ୍କୁ ଦାଇତ୍ଵ ଦିଆ ଯାଇଛି।।

ବିୟୁରୋ ରିପୋର୍ଟ ମସୀହା ନିୟୁଜ

Related posts

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରତ ସ୍କାଉଟ ଓ ଗାଇଡର ଦୀକ୍ଷା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ରାୟଗଡା ଗସ୍ତରେ ଏମ.ଏମ. ଏସ.ୟାଇ. ଉପଦେଷ୍ଟା ଅଧିକାରୀ

ଘୁନଘୁଟି ପଡା ସମସ୍ୟା ନେଇ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!