ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଦିନିଆ ବର୍ଷା ସାଙ୍ଗକୁ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି

କାମାକ୍ଷାନଗର (ମନିସ )29/3/23 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ରେ ଅପରାହ୍ନ ସମୟରେ ଅଦିନିଆ ବର୍ଷା ସାଙ୍ଗକୁ କାଳ ବୈଶାଖୀ ପ୍ରଭାବ ଜନିତ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି l ସୂଚନା ମୁତାବକ କାନପୁରା ଗ୍ରାମ ସୁଶାନ୍ତ ରାଉତ ନାମଙ୍କ ଜଣେ କ୍ଷୁଦ୍ର ବ୍ୟବସାୟୀଙ୍କ ର କୁକୁଡ଼ା ଫାର୍ମଟି ସମ୍ପୂର୍ଣ ଭାଙ୍ଗି ନଷ୍ଟ ହୋଇ ଯାଇଛି l ଏଥିରେ ପ୍ରାୟ ଏକ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଛି ବୋଲି ଜଣାପଡିଛି l ଏ ଛୋଟ ବ୍ୟବସାୟୀମାନଙ୍କୁ ପ୍ରଶାସନ ତରଫରୁ କିଛି ସାହାଯ୍ୟ ସହଯୋଗ ମିଳିପାରିଲେ ସେମାନେ ନିଜ ଜୀବିକାକୁ ବଞ୍ଚାଇ ପାରିବେ ବୋଲି ମତ ପ୍ରକାଶ କରିଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋକସରା ଗୁଡହାଣ୍ଡି ମହୋତ୍ସବ ଉଦଯାପିତ

Sunil Chandra Nayak

ସେମଳାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ

Sunil Chandra Nayak

ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ

Leave a Comment

error: Content is protected !!