ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପୂର୍ଣ୍ଣଚନ୍ଦ୍ର ଦଣ୍ଡ ପାର୍ଟି ର ବିଭିନ୍ନ ପ୍ରକାର ଦଣ୍ଡ ପରିବେଷଣ

ଜୟ ଗୋପାଳ ସାହିର ପୂର୍ଣ୍ଣଚନ୍ଦ୍ର ଦଣ୍ଡ ପାର୍ଟି ଆଦି ପ୍ରଥମ ଦିନରେ ସ୍ଥାନିୟ ଗୁଡିଆନାଳି ଠାରେ ବିଭିନ୍ନ ପ୍ରକାର ଧୂଳି ଦଣ୍ଡ ପରିବେଷଣ କରିଥିଲେ। ଧୂଳି ଦଣ୍ଡ ପରେ ସ୍ଥାନୀୟ ପୁଷ୍କରିଣୀ ରେ ପାଣି ଦଣ୍ଡ ପରିବେଷଣ କରିଥିଲେ। ପାଣି ଦଣ୍ଡ ପରିବେଷଣ ପରେ ଭକ୍ତ ଦ୍ବାରକୁ ଯାଇ ମାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପୂଜାର୍ଚ୍ଚନା ପରେ ଦଣ୍ଡୁଆମାନେ ଫେରିଥାନ୍ତି ମନ୍ଦିରକୁ। ରାତ୍ରୀ ରେ ଭକ୍ତଙ୍କ ଦ୍ଵାରକୁ ଯାଇ ମାଙ୍କ ର ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ପ୍ରକାରର ଦଣ୍ଡ ନୃତ୍ୟ ପରିବେଷଣ କରନ୍ତି।
ଶୁଭମ ପାଣି ଙ୍କ ରିପୋର୍ଟ

Related posts

ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦଙ୍କ ଯୋଗଦାନ 

masiha

ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା

୧୧ ଦିନରେ ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ବନଖଣ୍ଡ କାର୍ଯ୍ୟାଳୟ ପରିଦର୍ଶନ କରି ଆସିଲେ  

Leave a Comment

error: Content is protected !!