ନୂଆପଡା ଜିଲ୍ଲା ବୋଡେନ ବ୍ଳକ ସ୍ଥିତ ପାତଳଗଂଗା ଠାରେ ଖଡିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ତରଫରୁ ପ୍ରବାଦ ପୁରୁଷ ସ୍ୱର୍ଗୀୟ ବିଜୁ ପଟ୍ଟନାୟକ ଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ପାଲିତ ହୋଇଯାଇଛି । ଜିଲ୍ଲା ସାଧାରଣ ସଂପାଦକ ଶ୍ରୀଯୁକ୍ତ ଲମ୍ବୋଦର ନିଆଲ କଂ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିଥିଲେ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର ସ୍ୱର୍ଗୀୟ ବିଜୁ ବାବୁ କୁଂ ସ୍ମରଣ କରିବା ସହିତ ତାକଂ ଅମର ଆତ୍ମା ର ସଦଗତି କାମନା କରାଯାଇଥିଲା ଏହା ସହିତ ଖଡିଆଳ ନିର୍ବାଚନ ମଣ୍ଡଳୀର ୭ଗୋଟି ଜିଲ୍ଲା ପରିଷଦ ଜୋନ ର ବିଜୟୀ ପ୍ରାର୍ଥି ଓ ପ୍ରାର୍ଥିନୀ ମାନକୁଂ ସମ୍ବର୍ଦ୍ଧନା ଗ୍ୟାପନ ମଧ୍ଯ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଦଲର ପ୍ରମୁଖ ନେତୃବର୍ଗ ଓ କର୍ମୀମାନେ ଉପସ୍ଥିତ ରହିଥିଲେ। ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ।
previous post
next post