ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁକୁର କାମୁଡାରେ ମହିଳା ଗୁରୁତର

ପାପଡାହାଣ୍ଡି,24/4, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତ ଧନସୁଲି ଗ୍ରାମରେ ସୋମବାର କୁକୁର କାମୁଡାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି | ତାଙ୍କ ନାମ ଡ଼ମଣୀ ମହାଳି | ସେ ଘରୁ ବାହାରକୁ ଆସିଥିବା ସମୟରେ ଏକ କୁକୁର ତାଙ୍କୁ କାମୁଡି ଦେଇଥିଲା, ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ | ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୂଖ୍ୟଚିକତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ଚଇତି ମଞ୍ଚରେ ଉନ୍ମୋଚନ ହେଲା ଚଇତି ଗୀତ ୨୦୨୪, କଣ୍ଠଦାନ କରିଛନ୍ତି ଆଞ୍ଚଳିକ ଦିବ୍ୟାଙ୍ଗ କଳାକାର 

masiha

ଚଣ୍ଡୀମାତା ହାଇସ୍କୁଲର ଛାତ୍ରୀ ପୁରୀରେ ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!