ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ “ଭାରତ ବନ୍ଦ” ଡାକରା ପାଇଁ ସାମ୍ବାଦିକ ସମ୍ମିଳନୀ

ଭବାନୀ ପାଟଣା — ଭବାନୀପାଟଣା ଭାଗିରଥି ହୋଟେଲ ଠାରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଏପ୍ରିଲ ୩୦ ତାରିଖ ଦିନ ଓବିସି ପଛୁଆ ବର୍ଗ ମୋର୍ଚ୍ଚା ଜାତି ଆଧାରିତ ଜନଗଣନା ଦାବି ସହ ଅନ୍ୟ ୮ଗୋଟି ଦାବି ନେଇ “ଭାରତବନ୍ଦ” ଡାକରା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଆଦିତ୍ୟ ହଂସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଏହି ସମ୍ମିଳନୀରେ ଋଷିସୂଦନ ଛତ୍ରପାଲ, ମେହମୁବ୍ ରାଜା,ମହେନ୍ଦ୍ର ଧଙ୍ଗଡା ମାଝୀ, ଠାକୁର ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ। 

କଳାହାଣ୍ଡି ରୁ ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ ” ମସିହା “

Related posts

ପରିବହନ ବିଭାଗର ବରିଷ୍ଠ ମୋଟର ଯାନ ନିରୀକ୍ଷକ (ଏମ୍.ଭି.ଆଇ) ଇଂ. ରାଜ କୁମାର ବେହେରା ଅବସର ଗ୍ରହଣ ସମ୍ବର୍ଦ୍ଧନା 

ଶିକ୍ଷା ଜୀବନର ବୃତ୍ତି ନୁହେଁ ବ୍ରତ : ସମାଜ ସେବା ବ୍ରତରେ ଜୀବନର ସାର୍ଥକତା ନିହିତ : ଶିକ୍ଷା,ଶିକ୍ଷାୟତନ ଓ ଶିକ୍ଷକ ସମାଜରେ ବୈପ୍ଳବିକ ପରିବର୍ତ୍ତନର ମହାନ୍ ସୂତ୍ରଧର : ଇନର୍ ହୁଇଲ କ୍ଲବ କପିଳାସ,ଢେଙ୍କାନାଳର ଗୁରୁଦିବସ ପାଳନ, ‘ଦିଶା ଆଇ ଆଇ ଏଲ୍ ଏମ୍ ସମ୍ମାନ-୨୦୨୫’ ପ୍ରଦାନ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ପଶୁ ମାନଙ୍କ ଜଳ କଷ୍ଟ ଦୂର ପାଇଁ ପ୍ରୟାସ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ

masiha

Leave a Comment

error: Content is protected !!