ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ ଓକିଲ ସଂଘ ପାଳିଲା ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ 175ତମ ଜନ୍ମ ଜୟନ୍ତୀ

ରାୟଗଡ(ବ୍ଯୁରୋ)ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ 175ତମ ଜନ୍ମ ତିଥିକୁ ରାୟଗଡ ଓକିଲ ସଂଘ ଆଡମ୍ବର ସହକାରରେ ପାଳନ କରିଛି | ଆୟୋଜିତ କାର୍ଯ୍ଯକ୍ରମର 28 ତାରିଖ ସକାଳ 8 ଘଟିକା ସମୟରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମାନ୍ଯବର ମନ୍ତ୍ରୀ, ଅନୁସୂଚିତ ଜାତି, ଜନଜାତି କଲ୍ଯାଣ ତଥା ସଂଖ୍ଯାଲଘୁ ଓ ପଛୁଆବର୍ଗ ଉନ୍ନୟନ ଏବଂ ଆଇନ ବିଭାଗ ଓଡିଶାଙ୍କ ଦ୍ବାରା ରାୟଗଡ କୋର୍ଟ ପରିସରସ୍ଥିତ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁସ୍ପମାଲ୍ଯାର୍ପଣ କରିଥିଲେ | ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାରକାଙ୍କୁ ଓକିଲ ସଂଘ ପକ୍ଷରୁ ଆଇନଜୀବୀ କକ୍ଷରେ ସମ୍ବର୍ଦ୍ଧନା କରାଯାଇଛି | ସନ୍ଧ୍ଯାରେ ଆୟୋଜିତ ସମାରୋହରେ ଓଡିଶା ଉଚ୍ଚତମ ନ୍ଯାୟଳୟ, କଟକ, ମାନ୍ଯବର ବିଚାରପତି ଶ୍ରୀଯୁକ୍ତ ଚିତ୍ତ ରଂଜନ ଦାସ, ମୁଖ୍ଯ ଅତିଥି ରୂପେ ଯୋଗଦେଇ ପ୍ରଥମେ ଉତ୍କଳ ଗୌରବ ମଧୁବାବୁଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜଳନ ପୂର୍ବକ କାର୍ଯ୍ଯକ୍ରମକୁ ଆରମ୍ଭ କରିଥିଲେ | ନିଜ ଅଭିଭାଷଣରେ ମଧୁବାବଙ୍କ ପରିବାର ସମ୍ପର୍କରେ ଉପସ୍ଥାପନ କରିବା ସହ ରାୟଗଡରେ ଜିଲ୍ଲାଜର୍ଜ ରହିଥିବା ଓ କୋର୍ଟ ନିର୍ମାଣ ସମ୍ପର୍କରେ ଆଲୋକପାତ କରିଥିଲେ | ସମ୍ମାନିତ ଅତିଥି ତଥା ମୁଖ୍ଯବକ୍ତା ଶ୍ରୀଯୁକ୍ତ ବିକ୍ରମ କେଶରୀ ପଟ୍ଟନାୟକ, ମାନ୍ଯବର ଜିଲ୍ଲା ଓ ଦୈରାଜଜ୍, ରାୟଗଡ ଯୋଗଦେଇ କବିତାଛଳରେ ନିଜ ଅଭିଭାଷଣ ରଖିଥିଲେ | ବରିଷ୍ଠ ଆଇନଜୀବୀ ଶ୍ରୀ ବ୍ରଜସୁନ୍ଦର ନାୟକ ଅତିଥି ପରିଚୟ ଦେବା ସହ ଅତିଥିଗଣଙ୍କ ମଂଚକୁ ଆମନ୍ତ୍ରଣ କରିଥିଲେ | ରାୟଗଡ ଓକିଲ ସଂଘ ସଭାପତି ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ସଭାପତିତ୍ବ କରିଥିଲେ | ରାୟଗଡରେ ଆଇନଜୀବୀ ଭାବେ 25 ବର୍ଷ ପୂର୍ତ୍ତି କରିଥିବା ଓକିଲ ମାନଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି, ସେମାନଙ୍କ ମଧ୍ଯରେ ଓକିଲ ସି ହେଚ୍ ଶ୍ରୀନିଭାସ ରାଓ, ରାଜେନ୍ଦ୍ର ସାହୁ, ଉମାକାନ୍ତ ମିଶ୍ର, ଜସ୍ନାରାଣୀ ପାଣିଗ୍ରାହୀ, ମିନା କୁନାରୀ ରଥ, ଶ୍ରୀମତୀ ପଦ୍ମଳୟା ପ୍ରମୁଖ ରହିଥିଲେ| ଆଇନଜୀବୀ ତଥା ସମ୍ପାଦକ ବିଶ୍ବନାଥ ଗନ୍ତାୟତ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଧନ୍ଯବାଦ ଅର୍ପଣ କରିଥିଲେ | ଶେଷରେ ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଶଣ କରିଥିଲା | ଅତିଥି ମାନଙ୍କ ସହ ଉପସଭାପତି ପଦ୍ମନାଭ ଦାସ, କୋଷାଧ୍ଯକ୍ଷା ଆଇନଜୀବୀ ସୁଶ୍ରୀ ଦମୟନ୍ତୀ ମହାନନ୍ଦିଆ ପ୍ରମୁଖ ମଂଚାସୀନ ରହିଥିବା ବେଳେ ଏହି କାର୍ଯ୍ଯକ୍ରମକୁ ଆଇନଜୀବୀ ଶ୍ରୀ ପାଲ୍ଲୀ ରାମକ୍ରିଷ୍ଣା, ସହ-ସମ୍ପାଦକ ସମେତ ରାୟଗଡ ଆଇନଜୀବୀ ସଂଘର ଅନ୍ଯାନ୍ଯ କର୍ମର୍ତ୍ତା ସହଯୋଗ କରିଥିଲେ |

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ସହାୟତା ବଣ୍ଟନ

masiha

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ରଶ୍ମିରେଖା ସାହୁ 

masiha

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ଼ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ର ଉତଯାପନୀ ସମାରୋହ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort