ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାନ୍ତ ନନ୍ଦଙ୍କ ଜୟନ୍ତୀ ଅବସରରେ ନିଆରା ସଙ୍ଗୀତ ସନ୍ଧ୍ୟା ଆସନ୍ତା ୨ରେ..

ରାଉରକେଲା / ସ୍ବନାମଧନ୍ୟ ସିନେ ଅଭିନେତା, ପଦ୍ମଶ୍ରୀ ପ୍ରଶାନ୍ତ ନନ୍ଦଙ୍କ ୭୭ ତମ ଜୟନ୍ତୀ ଅବସରରେ ନିଆରା ସଙ୍ଗୀତ ସନ୍ଧ୍ୟା ‘ ଚିର ସବୁଜ ପ୍ରଶାନ୍ତ’ ଆସନ୍ତା ମଇ ଦୁଇ ତାରିଖ ସନ୍ଧ୍ୟା ୬ ଟାରେ ସିଭିକ ସେଣ୍ଟର ଠାରେ ଆୟୋଜିତ ହେବାକୁ ଯାଉଛି l ସ୍ଥାନୀୟ ସହର ସେବା ସମିତି ଆନୁକୂଲ୍ୟରେ ରାଉରକେଲାର ମ୍ୟୁଜିକ ଥେରାପି ଓ ଭୁବନେଶ୍ୱରର ଇନ୍ଦ୍ରଧନୁ ଦ୍ୱାରା ପ୍ରଦର୍ଶିତ ହେବାକୁ ଥିବା ଏହି ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ପ୍ରଶାନ୍ତ ନନ୍ଦଙ୍କ ଉପସ୍ଥିତିରେ ହେବ ଏବଂ ଏହି ଅବସରରେ ରାଉରକେଲା ଇସ୍ପାତ କାରଖାନାର ଡିଆଇସି ଅତନୁ ଭୌମିକ ମୁଖ୍ୟଅତିଥି ଭାବେ ଯୋଗଦେବେ l ଶ୍ରୀ ନନ୍ଦଙ୍କ ଜନ୍ମଦିନ ସକାଶେ ଉତ୍ସର୍ଗୀକୃତ ଏହି କାର୍ଯ୍ୟକ୍ରମରେ ଏହି ବରିଷ୍ଠ ସିନେତାରକାଙ୍କ ଅଭିନୀତ, ନିର୍ଦ୍ଦେଶିତ ସିନେମା ଗୁଡ଼ିକର ମନଛୁଆଁ ସଙ୍ଗୀତ ଗୁଡ଼ିକ ପରିବେଶିତ ହେବ l କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ବହୁସଂଖ୍ୟାରେ ଯୋଗଦେବାକୁ ସହର ସେବା ସମିତିର ଆବାହକ ଶୈଳେନ୍ଦ୍ର ମହାନ୍ତି ନିବେଦନ କରିଛନ୍ତି l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବାମନଘାଟୀ ଉପତ୍ୟକା ମାଇନ୍ସ ଓ୍ବାର୍କରସ୍ ୟୂନିଅନ ତରଫରୁ ସୁଲାଇପାଟ ଲୌହଖଣି ଛଟେଇ ଶ୍ରମିକ ମାନଙ୍କ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର 

Sunil Chandra Nayak

ଜନ କଲ୍ୟାଣ ସେବା ସମବାୟ ସମିତିର ଧାନମଣ୍ଡି ଉଦଘାଟନ

Sunil Chandra Nayak

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର – ୬ ରାଉରକେଲାରେ ହ୍ୟାକାଥନ ଓ କୋଡ଼ିଙ୍ଗ ପ୍ରଶିକ୍ଷଣ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort