ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ଅଗଣା

*ବିଶ୍ୱ ମହିଳା ଦିବସ* 

                  *ନାରୀ*

*ବାସନ୍ତୀ ଲତା ଜେନା*

 

ନାରୀ ନାରାୟଣୀ ସୃଜନ କାରିଣୀ

ଘରକୁ କରେ ସୁନ୍ଦର

ସ୍ନେହ କରୁଣାର ମମତାମୟୀ ସେ

ସଭିଙ୍କୁ କରେ ନିଜର l୧l

ପୁରୁଷଙ୍କ ଠାରୁ କମ ନୁହେଁ ସେତ

ଦକ୍ଷତାରେ ଭରପୁର

ଗୋଟିଏ ମୁଦ୍ରାର ଦୁଇଗୋଟି ପାର୍ଶ୍ୱ

ପ୍ରୀତି ଅର୍ଘ୍ୟ ହୁଏ ତାର l୨l

ନାରୀକୁ ସମ୍ମାନ ପ୍ରଶଂସା ଦେବାକୁ

ବିଶ୍ୱମହିଳା ଦିବସ

ମାର୍ଚ୍ଚ ମାସ ଆଠ ପାଳନ ହୁଅଇ

ସଭିଙ୍କ ମନ ହରଷ l୩l

ସମାଜରେ ନାରୀ ଗୁରୁତତ୍ୱ ଅଧିକ

କେବେ ସେ ଅବଳା ନୁହେଁ

ପୁରାତନ ଠାରୁ ଆଧୁନିକ ଯୁଗ

ଦକ୍ଷତା ସୂଚାଇ ଦିଏ। l ୪l

ବୈଦିକ ଯୁଗରେ ଗାର୍ଗୀ ଲୋପା ମୁଦ୍ରା

ସଂଘମିତ୍ରା ଲୀଳାବତୀ

ବିଶ୍ୱବରା ମୈତ୍ରେୟୀ ବିଦୂଷି ଗଣ

ପ୍ରସିଦ୍ଧି ଲାଭ କରନ୍ତି l୫l

ମଧ୍ୟ ଯୁଗରେ ତ ପଦ୍ମିନୀ ଅହଲ୍ୟା

ମୀରାବାଈ ଲଷ୍ମୀବାଇ

ଏମାନଙ୍କ ଦାନ ଅତୁଳନୀୟ ଯେ

ଶଦ୍ଦରେ ପ୍ରକାଶ ନାହିଁ l୬l

ସରୋଜିନୀ ନାଇଡ଼ୁ ଇନ୍ଦିରା ଗାନ୍ଧୀ

କଳ୍ପନା ସlନିଆ ମିର୍ଜା

ନିଜ ଦକ୍ଷତାର ପରିଚୟ ଦେଇ

ଉଡ଼ାଇଲେ ଦେଶେ ଧ୍ୱଜା l୭l

ନାରୀ ସୃଷ୍ଟି କରେ ମହାପୁରୁଷଙ୍କୁ

ଧର୍ମର ସୁରକ୍ଷା ପାଇଁ

ଶଙ୍କରା ଚାର୍ଯ୍ୟ ଶ୍ରୀଚୈତନ୍ୟ ଶିବାଜୀ

ଯଶୋଦା କଳା କହ୍ନେଇ l୮l

ଶ୍ରୀରଘୁନନ୍ଦନ ଗଉତମ ବୁଦ୍ଧ

ଆଲୋକିତ କଲେ ମହୀ

ଯୀଶୁ ମହମ୍ମଦ ଅମର କାହାଣୀ

ରହିଛି ଭାସ୍ଵର ହୋଇ l୯l

ଯୌତୁକ ଯୁଇରେ ବଧୂ ଜଳୁଅଛି

କୁସଂସ୍କାର ପ୍ରଥା ସେହି

ନାରୀ ନିର୍ଯ୍ୟାତନା ଆଜି ସରି ନାହିଁ

କାମୁକ ପୁରୁଷ ପାଇଁ l୧୦l

ନାରୀ ନୁହେଁ ଆଜି ଅବଳା ଦୁର୍ବଳl

ପ୍ରତି କ୍ଷେତ୍ରେ ପାଦ ତାରେ

ଘରକୁ ସମ୍ଭାଳେ କମ୍ପାନୀ ଚଳାଏ

ଅଗ୍ରଣୀ ସେ ସବୁ ଠାରେ l୧୧l

ଦେଶ ଶାସନରେ ଭାଗ ନେଉଅଛି

ଜାହାଜ ଚଳାଉ ଅଛି

ବ୍ୟବସାୟ କରେ ସ୍ୱାବଲମ୍ବୀ ହୁଏ

କାମେ ଛୋଟ ନ ଦେଖୁଛି l୧୨l

ଶକ୍ତିମୟୀ ନlରୀ ଘରକୁ କରଇ

ମର୍ତ୍ତ୍ୟ ବଇକୁଣ୍ଠପୁର

ଗୁରୁ ଅତିଥିଙ୍କୁ ପୂଜନ କରଇ

ଶତ୍ରୁଙ୍କୁ କରେ ସଂଘାର l୧୩l

ସେହି ନାରୀଙ୍କର ସୁରକ୍ଷା ପାଇଁକି

ତତପର ସର୍ବେ ହେବା

ତାହାକୁ ସମ୍ମାନ ପ୍ରେରଣା ଯୋଗାଇ

ଦେଶର ହିତ କରିବା l୧୪l

ଆଜ ଦିନ ପରା ପବିତ୍ର ଦିବସ

ସଭିଏଁ ସଂକଳ୍ପ ନେବା

ସାରା ବିଶ୍ୱେ ଯେତେ ମହିଳା ଅଛନ୍ତି

ମନରେ ଶ୍ରଦ୍ଧା ରଖିବା l୧୫l

 

ଗାନ୍ଧିନଗର, ନବରଙ୍ଗପୁର l

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବିଦ୍ୟାଧର ମହାନ୍ତ ଙ୍କ କବିତା – ଲେଖକ ର ଧର୍ମ

Sunil Chandra Nayak

Love in London” ଓଡ଼ିଆ ଚଳଚ୍ଚିତ୍ର ର ଫାଷ୍ଟଲୁକ୍‌ ରିଲିଜ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort