ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୀଡିତା ନାବାଳିକାଙ୍କୁ ସୁବ୍ୟବସ୍ଥିତ କରିବାକୁ କ. ବି. ପ. ଅଧ୍ୟକ୍ଷା ସୁନୀତି ମୁଣ୍ଡ ଙ୍କ ଦାବୀ

ଭବାନୀ ପାଟଣା-: 5/5 : ଲାଞ୍ଜିଗଡ଼ ଆଦିବାସୀ ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ପୋଲିଶ ବିଳମ୍ବରେ ହେଲେ ମଧ୍ୟ ଧରିବାରେ ସଫଳ ହୋଇଛନ୍ତି ! କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ ସୁନୀତି ମୁଣ୍ଡ ପୋଲିସଙ୍କୁ ଧନ୍ୟବାଦ ଦେବା ସହିତ ଅପରାଧୀମାନଙ୍କୁ କଡା ଦଣ୍ଡ ଦେବା କୁ କହିଛନ୍ତି! ଦୁଷ୍କର୍ମ କାରୀଙ୍କ ପାଇଁ ଆମ ଦଣ୍ଡ ବିଧାନ କଡାକଡି ନଥିବାରୁ ଦିନକୁଦିନ ଦୁଷ୍କର୍ମ ବଢି ଚାଲିଛି ବୋଲି ସେ କହିଛନ୍ତି! ଏହା ସହିତ ଏହି ନିରୀହ ବାଳିକା ମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବାକୁ ପୀଡ଼ିତାଙ୍କୁ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ବ୍ୟବସ୍ଥା ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି !

ମସିହା ନିୟୁଜ୍ ସର୍ଭିସ୍ 

Related posts

ବାଲିଗୁଡାରେ ଠାକୁରାଣୀ ଯାତ୍ରା ଆୟୋଜନ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ

Sunil Chandra Nayak

ତହସିଲ ଅଫିସରେ ବିଳମ୍ବିତ କାର୍ଯ୍ଯକୁ ନେଇ ଅସନ୍ତୋଷ ,ତ୍ଵରିତ ପଦକ୍ଷେପ ନେବାକୁ ଦାବୀ କଲେ ସାମ୍ୱାଦିକ

Sunil Chandra Nayak

ବାଦାମ ପାହାଡ଼ରେ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ସ୍ବେଛାସେବୀ ସଂସ୍ଥା ” ପିପୁଲ ଉଇଥ ଏଚଆଇଭି” ତରଫରୁ ପୁଷ୍ଟିକର ଖାଦ୍ୟ ବଣ୍ଟନ

masiha

Leave a Comment

error: Content is protected !!