ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଲିହାରି ୫ଟି,ରୂପାନ୍ତରିତ ହାଇସ୍କୂଲ ଲୋକାର୍ପିତ

ଜୁନାଗଡ଼,୮/୫(ମ ନି ସ)ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ୫ଟି, ରୂପାନ୍ତରିତ ହାଇସ୍କୁଲ ମାନ୍ୟବର ମୁକ୍ଷ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଅଭାସି ମୋଡ଼ରେ ଲୋକାର୍ପଣ ହୋଇଯାଇଛି।ଏହି ରୂପାନ୍ତରିତ ବିଦ୍ୟାଳୟ କଳାହାଣ୍ଡିରେ ୧୧୫ ଗୋଟି ହାଇସ୍କୁଲ ସାମିଲ ହୋଇଛି।ସେଥି ମଧ୍ୟରୁ ଜୁନାଗଡ଼ ବ୍ଲକ କୁଲିହାରି ରୂପାନ୍ତରିତ ହାଇସ୍କୁଲ ର ଲୋକାର୍ପଣ ହୋଇଥିଲା।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବଜୟକୁମାର ପାଢ଼ୀଙ୍କ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମରେ ଅତିଥିଭାବେ ଲକ୍ଷଣ ରଣବିର,ଅନ୍ତରାମ ବାଗ,ସରପଞ୍ଚ ମଳୟ ଆଚାର୍ଯ୍ୟ, ସୁଦାମ ପାତ୍ର, ଲୋଚନ ପ୍ରଧାନ, ମନୋରଞ୍ଜନ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ପାଢ଼ୀ, ପରମାନନ୍ଦ ପୂଝାରୀ, ପ୍ରମୁଖ ଉପସ୍ଥିତ ରହି ଶିକ୍ଷ୍ୟା ବିକାଶ ଉପରେ ଆଲୋକ ପାତ କରିଥିଲେ।ସେହିପରି ଦାସୀଗାଁ ଉଚବିଦ୍ୟାଲୟ ଠାରେ ପ୍ରଧାନ ଶିକ୍ଷକପୂର୍ଣ୍ଣଚନ୍ଦ୍ର ବଡ଼ତିଆଙ୍କ ସଭାପତ୍ୱରେ ମୁକ୍ଷ୍ୟମନ୍ତ୍ରୀଙ୍କ ଅଭାସି ମୋଡ଼ ଦ୍ୱାରା ଏହି ବିଦ୍ୟାଳୟ ରୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ସଚ୍ଚିଦାନନ୍ଦ ସ୍ମୃତି ସମିତି ର ସ୍ବତନ୍ତ୍ର ସାରସ୍ବତ ସମାବେଶ 

masiha

ଆସେକାରେ ଅଲଚିକି ର ଶତବର୍ଷ ପାଳନ ଆସନ୍ତା ୨୩ ରେ….

Sunil Chandra Nayak

ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନଙ୍କ ଆନ୍ଦୋଳନ ନେ଼ଇ ସାମ୍ୱାଦିକ ସମ୍ମିଳନୀ

masiha

Leave a Comment

error: Content is protected !!