ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାନକୁଟରୁ ଗାଁରେ ମାଓ ପୋଷ୍ଟର

ଭବାନୀପାଟଣା,୧୦/୦୫(ମନିସ)-ଗତକାଲି ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଜଙ୍ଗଲରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ତିନି ଜଣ ମାଓବାଦୀଙ୍କୁ ନିହତ କରିଥିଲେ ଯବାନ ! ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିବାବେଳେ ଆଜି ଲାଞ୍ଜିଗଡ ବ୍ଲକ କାନକୁଟୁରୁ ପଞ୍ଚାୟତରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି ! ଏହି ପୋଷ୍ଟର ରେ ସେମାନେ ବିଭିନ୍ନ ଦାବି କରିଛନ୍ତି ! ବିସ୍ତାପନ ବନ୍ଦ କର, କୋଇଲା ଓ ଖଣି ଖନନ ପାଇଁ ବେଦାନ୍ତ, ବିର୍ଲା, ଆଦାନୀ ପରି ବହୁଦେଶୀୟ କମ୍ପାନୀକୁ ଦିଆଯାଉଥିବା ଲିଜକୁ ବାତିଲ କରାଯାଉ ! ଅଙ୍ଗନବାଡି କର୍ମୀ ଆଶା କର୍ମୀ ଓ ଶିକ୍ଷକମାନଙ୍କ ଦାବିକୁ ପୂରଣ କରାଯାଉ ବୋଲି ପୋଷ୍ଟର ରେ ଉଲ୍ଲେଖ ରହିଛି !

ମସିହା ନିୟୁଜ୍ ସର୍ଭିସ୍ 

Related posts

ଅବକାରୀ ଚଢାଉ: ୬୩ ଲିଟର ମଦ ଜବତ

masiha

ବିଶୋଇ ଥାନା ! ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ଅସୁରକ୍ଷିତ; ଅଙ୍ଗନବାଡି କେନ୍ଦ୍ରର ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗ; ଆସାମି ଗିରଫ

Sunil Chandra Nayak

ଝିମିରି ଖେଳରୁ ମହାଭାରତ

Sunil Chandra Nayak

Leave a Comment

error: Content is protected !!