ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାନତା ଦେଖାଇଲେ ପୃବର୍ତନ ବ୍ଲକ ଚେୟାରମ୍ୟାନ ତଥା ସ୍ଥାନୀୟ ଯୁବନେତା କାର୍ତିକ ସାହୁ

କାମାକ୍ଷାନଗର (ମ ନି ସ)14/5/23 //ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ଼ ପଂଚାୟତର କନ୍ଦରା ଗ୍ରାମର ତ୍ରିପୁରା ବେଣ୍ଟକାର ବୟସ 50 l ତାଙ୍କର ଆଜି ଅପରାହ୍ନରେ ପ୍ରବଳ ଗ୍ରୀଷ୍ମ ପ୍ରଭା ବ ଯୋଗୁ ମୁର୍ତ୍ତୃ ଘଟିଛି ,;ସେ ସବୁଦିନ ଭଳି ନିଜ ଗୁଜୁରାଣ ପ୍ରତି ପୋଷଣ କରିବା ପାଇଁ କାମ କରିବା ପାଇଁ ଯାଇଥିଲେ ପରିବାର ଲୋକ ତାଙ୍କ ବାଟକୁ ଚାହିଁ ବସି ଥିଲେ, ଵିଧିର ବିଧାନ ତାଙ୍କ ଭାଗ୍ୟରେ ଆଉ ଘର କୁ ଫେରୀ ବାଟା ଚାହୁଁ ନଥିଲା , ଘରକୁ ଆସିଲେ ସତ କିନ୍ତୁ ଶବ ହୋଇ ଫେରିଲେ। ତାଙ୍କର ମୃତ୍ୟୁ ଖବର ସମଗ୍ର ଅଂଚଳ ଶୋକର ଛାୟା ଖେଳି ଯାଇଥିଲା । ମୃତ୍ୟୁର ଖବର ଯେତେ ବେଳେ ପୃର୍ବତନ ବ୍ଲକ ଚେୟାରମ୍ୟାନ ଗରିବଙ୍କ ମସିହା କାର୍ତିକ ସାହୁଙ୍କ ପାଖରେ ପହଞ୍ଚିଲା ସଙ୍ଗେ ସଙ୍ଗେ କନ୍ଦରା ଗ୍ରାମ କୁ ଆସି ମୃତକଙ୍କ ପରିବାର କୁ ସମ୍ବେଦନା ଜଣାଇ ଥିଲେ ଓ ସରକାରଙ୍କ ତରଫରୁ ଯାହା ସାହାଯ୍ୟ ସହଯୋଗ ମିଳି ପାରିବ ପ୍ରତିଶୃତି ଦେଇ ଥିଲେ ତାଙ୍କର ଏପରି କାର୍ଯ୍ୟକୁ ଅଂଚଳବାସି ଓ ବୁଦ୍ଧିଜୀବି ମହଲ ରେ ବେସେ ପ୍ରଶଂସା କରାଯାଉଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶାଳବଣର କବି ସାମ୍ବାଦିକ ଗୌରବ ଗିରୀଶ ନନ୍ଦଙ୍କ ତୁତୀୟ ଶ୍ରାଦ୍ଧବାର୍ଷିକ

masiha

ନେତାଜୀଙ୍କ ସ୍ୱପ୍ନର ଭାରତବର୍ଷ ଗଢିତୋଳିବାକୁ ଆଉ ଏକ ସ୍ବାଧୀନତା ଆନ୍ଦୋଳନର ଆବଶ୍ୟକତା ଅଛି..

Sunil Chandra Nayak

ନିଆରା ଢଙ୍ଗ ରେ ରଜ ପାଳିଲା ସାଇ ସର୍ଗମ ମ୍ୟୁଜିକାଲ ଟ୍ରଷ୍ଟ 

Sunil Chandra Nayak

Leave a Comment

error: Content is protected !!