ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୁଳିକାଣ୍ଡରେ ରକ୍ତ ରଂଜିତ ହେଲା ଵହଳଦା ; ଆସାମୀ ସହ ଜଣେ ଗୁରୁତର ; ମାଉଜର ସହ ୬ ଗୁଳି ଜବତ

 ମୟୂରଭଞ୍ଜ- ୧୬/୫ (ମସିହା) ଦିନକୁ ଦିନ ଅଶାନ୍ତ ହେଉଛି ଵାମଘାଟୀ ଉପଖଣ୍ଡ ।ପଡୋଶୀ ଝାଡଖଣ୍ଡ ଅଂଚଳର ଦୁବୃର୍ତ୍ତଙ୍କ ଚରାଭୂଇଁ ପାଲଟିଛି ବାମନଘାଟୀ ଉପଖଣ୍ଡର ସିମାନ୍ତ ଅଂଚଳ । ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ଵାଇପାସ ରୋଡ଼ ପାର୍ଶ୍ବ କୁଲଗି ଛକ ସନ୍ନିକଟରେ ସୋମବାର ରାତି ୯.୪୫ ସମୟରେ ୩ ଅଜଣା ଦୁବୃର୍ତ୍ତ ଏକ ପଲସର ବାଇକରେ ଆସି ଜନୈକଙ୍କ ଘରେ ପଶି ଗୃହ ମାଲିକଙ୍କ ସହ ଗଣ୍ଡଗୋଳ କରି ଗୁଳିକାଣ୍ଡ କରିବା ନେଇ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସୋମବାର ରାତି ୯.୪୫ ସମୟ ପାଖାପାଖିରେ ବହଳଦାର କାର୍ତ୍ତିକ ସ୍ଵାଇଁଙ୍କ ଘରେ ଏକ ପଲସର‌ ବାଇକରେ ୩ ଜଣ ଅଜଣା ଦୁବୃର୍ତ୍ତ ଆସି ଘରେ ପହଞି ଗଣ୍ଡଗୋଳ କରୁଥିବା ସମୟରେ ପଡୋଶୀ ଜଣେ ଏମସିସି ବ୍ୟାଙ୍କ ଅଧିକାରୀ ଗୌରବ ଦାସ ପାଖକୁ ଆସିବାରୁ ଦୁବୃର୍ତ୍ତମାନେ ୯ ଏମଏମ ପିସ୍ତଲରୁ ତାଙ୍କ ପେଟକୁ ଗୁଳି ମାରିଥିଲେ । ଘଟଣାସ୍ଥଳରେ ଗୌରବରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ଟଳିପଡି ଯାଇଥିଲେ । କାର୍ତ୍ତିକ ସ୍ବାଇଁ ମଧ୍ୟ ଦୁବୃର୍ତ୍ତଙ୍କ ମାଡ଼ରେ ଆହତ ହୋଇଥିଲେ ।ଖବର ପାଇ ଗାଁ ଲୋକେ ଆସିବା ଫଳରେ ଗୁଳିକାଣ୍ଡ କରି ଦୁବୃର୍ତ୍ତ ମାନେ ଭୟରେ ପଲସର ରେ ଖସି ପଳାଇ ଯାଉଥିବା ସମୟରେ ଜଣେ ଦୁବୃର୍ତ୍ତଙ୍କୁ ସ୍ଥାନୀୟ ଲୋକେ ମାଡ଼ି ବସି ପ୍ରବଳ ଛେଚା ଓ ଉତ୍ତମ ମଧ୍ଯମ ଦେଇଥିଲେ ।ଗୁରୁତର ଗୌରବଙ୍କୁ ଟାଟା ମେମୋରିଆଲ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା ।ଅପର ପକ୍ଷରେ ଅଜଣା ଦୁବୃର୍ତ୍ତକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ,ଵହଳଦା ଥାନାଧିକାରୀ ରଂଜନ ବେହେରା ଏବଂ ରାଇରଙ୍ଗପୁର ଟାଉନଥାନା ଆଇଆଇସି ସ୍ଫର୍ଣଲତା ମିଞ୍ଜ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ତଦନ୍ତ ଜାରି ରଖିଛନ୍ତି । ଦୁବୃର୍ତ୍ତ ଙ୍କ ସ୍ବାସ୍ଥ୍ୟ ପରିସ୍ଥିତି ଖରାପ ହେବାରୁ ତାଙ୍କୁ ବାରିପଦା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ଆସାମୀ ପାଖରୁ ମୋଵାଇଲ , ମାଉଜର ଏବଂ ୬ ଟି ଗୁଳି ଜବତ କରିଛି । ସେହିଭଳି ଆଜି ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ ।ଖୁବ୍ ଶିଘ୍ର ଅସଲି ଘଟଣାର ପର୍ଦ୍ଧାଫାଶ ହେବ ବୋଲି ଆଶା କରାଯାଉଛି । କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଘଟିଲା ପୋଲିସ ତଦନ୍ତ ପରେ ସତକଥା ଆଗକୁ ବଢିବ । ଗୁଳିକାଣ୍ଡ ନେଇ ଵହଳଦା ବାସୀ ଭୟଭୀତ ହୋଇ ପଡିଛନ୍ତି ।

  ଝାଡ଼ଖଣ୍ଡ ରାଜ୍ୟର ଦୁବୃର୍ତ୍ତ,ଲୁଟେରା, ଅସାମାଜିକଙ୍କ ନକ୍ସା ଭିତରେ ବାମନଘାଟୀ ଉପଖଣ୍ଡ । ସେମାନଙ୍କୁ ମାତ୍ରାଧିକ ଅସାମାଜିକ କାର୍ଯ୍ୟକଳାପ ଯୋଗୁଁ ଦିନକୁ ଦିନ ବାମନଘାଟୀ ଅଶାନ୍ତ ହେଉଛି ।ନିକଟରେ ବହଳଦାରୁ ରାଇରଙ୍ଗପୁର ଅଂଚଳର ଯୁବକଙ୍କୁ ଫୁସୁଲାଇ ନେଇ ଜଘନ୍ୟ ହତ୍ୟାକାଣ୍ଡ କରିବା,ପେଟ୍ରୋଲ ପମ୍ପ ରେ ଲୁଟ ଉଦ୍ୟମ,ବନ୍ଧନ ଫାଇନାନ୍ସିଆଲ୍ ବ୍ୟାଙ୍କ କର୍ମଚାରୀଙ୍କୁ ରାସ୍ତାରେ ଅଟକାଇ ଟଙ୍କା ବେଗ ଲୁଟ,ବାଇକ ଚୋରୀ ଇତ୍ୟାଦି ଘଟଣାର ସଂପୃକ୍ତ ଝାଡ଼ଖଣ୍ଡ ଦୁବୃର୍ତ୍ତ ମାନେ ଶିଖୁଛନ୍ତି । ଯାହାକୁ ନେଇ ବାମନଘାଟୀ ପୋଲିସ ପ୍ରଶାସନ ଚିନ୍ତିତ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମହାଲୁଣ୍ଡା ଗ୍ରାମରେ ବାଲିମି ପୋଲିସ୍ ର ଚଢାଉ: ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ଜଣେ ଗିରଫ

Sunil Chandra Nayak

ନାରାୟଣପାଟଣା ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ବ୍ୟବସାୟ ଧରି କୋର୍ଟ ଚାଲାଣ 

masiha

ବ୍ୟାଟେରୀ ଚୋରି ସନ୍ଦେହରେ ୨ଯୁବକ ଅଟକ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort