ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂରୁଣା ବିଦ୍ୟାଳୟ ଗୁଡିକରେ ୫ଟିର ରୂପାନ୍ତର କାର୍ଯ୍ଯ , ମୁଖ୍ୟଦ୍ବାର ଚକାଚକ୍ ଭିତର ଅଂଶ ଆଗ ଭଳି

ଥୁଆମୂଳ ରାମପୁର:୨୦/୦୫ – (ମନିସ):- କେତେକ ପୁରୁଣା ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଏବେ ୫ଟି ଦ୍ବାରା ରୂପାନ୍ତର କାର୍ଯ୍ଯ କରାଯାଇଛି ତଥାପି ଭିତର ଅଂଶ ଗୁଡିକ ଭୁତ କୋଠି ସଦୃଶ୍ୟ ଦେଖାଯାଉଛି, କିନ୍ତୁ ବାହାରେ ଦେଖିଲେ ସବୁଜ ରଙ୍ଗ ମରାକାର୍ଯ୍ଯ ଆଖିକୁ ଝଲସି ଉଠୁଛି। ଯିଏ ଦେଖିବେ ସେ ଭାବିବେ ଯେ, ବୋଧହୁଏ ଏହା ଗୋଟିଏ ମନୋରମ କିଛି ସ୍ଥାନ ହୋଇଥାଇ ପାରେ କିନ୍ତୁ ସେୟା ନୁହଁ ଏହା ହେଉଛି ମନୁଷ୍ୟ ତିଆରି କରିବା ଏକ କାରଖାନା ଯଥା ବିଦ୍ୟାଳୟ ଏବେ ୫ଟି ଲାଗୁକରି ରୂପାନ୍ତରିତ କରାଯାଇଛି। ମୁଖ୍ୟ ଫାଟକ ଗୁଡିକରେ ଦମଦାର ରଙ୍ଗ ମରା ଯାଇଛି, କିନ୍ତୁ ପଛ ପାଖ ଓ ଭିତରର କୋଠରୀ ଗୁଡିକର କାନ୍ଥ ଆଗରୁ ଯାହାଥିଲା ଏବେ ମଧ୍ୟ ସେମିତି ରହିଛି।

୫ଟି ଆସିଲା ପରେ ସାମ୍ମାପଟେ ଚକାଚକ୍ ପଛ ପଟେ କିଛି ନାହିଁ ଏହେଉଛି ଆମ ବ୍ଯବସ୍ଥାର କରାମତି।

କିଛି ମୁଷ୍ଠୀମେୟ ଲୋକଙ୍କୁ ଫାଇଦା କରାଇବା ନେଇ ୫ଟି କାର୍ଯ୍ଯର ଆରମ୍ଭ କରାଗଲା ବୋଧହୁଏ ଯେମିତି ସେମିତି ଯାଇଁତାଇଁ କାର୍ଯ୍ଯଶେଷ କରି ଲୋକାର୍ପଣ କାର୍ଯ୍ଯକ୍ରମ ମଧ୍ୟ ଶେଷ, ବାହାର ପଟୁ ଲୋକମାନଙ୍କୁ ଦେଖାଯାଉଛି ସେହି ସ୍ଥାନରେ ଆଗ ରଙ୍ଗମରା କାର୍ଯ୍ଯ ଶେଷ କର ଏଥିରେ କିଛି ଫରକ୍ ପଡିବ ନାହିଁ ଆଗ ବିଲ୍ ହେବା ଦରକାର ବିଲ ହୋଇଯାଉ। ଏଭଳି ବେଖାତିର ମନୋଭାବ ନେଇ ୫ଟି କାର୍ଯ୍ଯଗୁଡିକ ଶେଷ କରିଥିବା ଜଣାପଡ଼ିଛି।ଏହି ଚିତ୍ର ହେଉଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଥୁଆମୁଳ ରାମପୁର ବ୍ଳକରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଣୁପୁରର । ଅନୁସୁଚିତ ଜାତି ଓ ଜନଜାତି ଛାତ୍ର ଙ୍କ ପାଇଁ ନିର୍ମାଣ ହୋଇଥିବା ବିଦ୍ୟାଳୟ ଏଥିରେ ଛାତ୍ରାବାସ ମଧ୍ୟ ରହିଛି। ଏହି ବିଦ୍ୟାଳୟରେ ଯେଉଁ ସବୁ ଶ୍ରେଣୀ ଗୃହ ଗୁଡିକ ରହିଛି ତାହାର ଅବସ୍ଥା ଶୋଚନୀୟ ସ୍ଥାନେ ସ୍ଥାନେ ଛାତର କଂକ୍ରିଟ ଛାଡିଯାଇ ଲୁହାଛଡ ଦେଖାଯାଉଛି ଏହା ସହିତ କାନ୍ଥ ମାନଙ୍କରେ ଗାତ ସୃଷ୍ଟି ଓ କେତେକ ସ୍ଥାନ ଗୁଡିକ ଭାଙ୍ଗି ପଡ଼ିଛି। ବାହାର କାନ୍ଥ ମାନଙ୍କରେ ଚକାଚକ୍ ସବୁଜ ରଙ୍ଗ ମରାଯାଇଛି ୫ଟି ନାଁ ରେ ଦଳୀୟ କିଛି ହାତ ଗଣତି କର୍ମୀଙ୍କୁ ଠିକାଦାର ଭାବରେ ଦାୟିତ୍ୱ ଦିଆଯାଇ ପଞ୍ଚାୟତ ଫଣ୍ଡ ରୁ ମଧ୍ଯ ମନରେଗା,ସିଏଫସି,ଏସେଫସି ଫଣ୍ଡ କୁ ମଧ୍ୟ ୫ଟି ରେ ବ୍ୟବହାର କରାଯାଇଛି। ପଞ୍ଚାୟତ ମାନଙ୍କରୁ ଅର୍ଥ ମଗାଯାଉଛି ତେଣୁ ଏହାକୁ ବିରୋଧ କରି କିଛି ଦିନ ତଳେ ସରପଞ୍ଚ ସଂଘ ଥୁଆମୁଲରାମପୁର ବିଡ଼ିଓ ମହାଶୟ ଙ୍କୁ ଘେରିଥିଲେ। ବିଦ୍ୟାଳୟ ରେ ପାଠପଢା ପାଇଁ ଉନ୍ନତି ହୋଇପାରି ନାହିଁ, ଏହାସହିତ ଶ୍ରେଣୀ ଗୃହ ମାନଙ୍କର ମରାମତି ନାଁଗନ୍ଧ ନାହିଁ ଭଙ୍ଗା କାନ୍ଥ, ଭଙ୍ଗା ଛାତ, ଆଉ ଭଙ୍ଗା ରହିଛି କିନ୍ତୁ ରଙ୍ଗ ମରାଯାଇଛି କବାଟ ଝରକା ଅବସ୍ଥା ନକହିବା ଭଲ, ବାହାରେ ଚକାଚକ୍ ୫ଟି କାର୍ଯ୍ଯ ଶେଷ । ପୁଣି ୫ଟି ବିଦ୍ୟାଳୟର ଲୋକାର୍ପଣ କାର୍ଯ୍ଯକ୍ରମ ଶେଷ। ଏଭଳି ଭାବରେ ବିଭାଗୀୟ ଅଧିକାରୀ ଓ କିଛି ନେତା ବିଭିନ୍ନ ପନ୍ଥା ଆପଣେଇ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରୁଛନ୍ତି ବୋଲି ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି। ସାମ୍ନା ପଟେ ରଙ୍ଗ ମାରି ଚକାଚକ୍ ଯାହାକି ଆଖିରେ ଝଲସି ଉଠୁଛି ଭିତର କୋଠରୀ ଅବସ୍ଥାରେ ଉନ୍ନତି ନାହିଁ।ଏପରିପ୍ରେକ୍ଷୀରେ ପୂରୁଣା କେତେକ ସ୍ଥାନ ମାନଙ୍କରେ ୫ ଟି ନାଁରେ ରୂପାନ୍ତରିତ କାର୍ଯ୍ଯ ଏହା ହେଉଛି ୫ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ବିକାଶର ନଗ୍ନ ଚିତ୍ର। ଖାଲି ସବୁଜ ରଙ୍ଗ ବୋଳି ଦେଲେ ଶିକ୍ଷାର ବିକାଶ ହୋଇଯାଏ ନାହିଁ। ଶିକ୍ଷା ର ବିକାଶ କରିବା ହେଲେ ଉତ୍ତମ ପରିବେଶ ଉନ୍ନତ ମାନର କୋଠା ଉତ୍ତମ ଶିକ୍ଷକ, ଭଲ ଶ୍ରେଣୀ ଗୃହ, ଆଉ ଉନ୍ନତ ମାନର ଶିକ୍ଷା ପଦ୍ଧତି କୌଶଳ ପୂର୍ଣ୍ଣ ଶିକ୍ଷା ଦାନର ଆବଶ୍ୟକ ରହିବା ନିହାତି ଭାବରେ ଜରୁରୀ। ଶିକ୍ଷା ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ଦେଖାଇ ଉପର ଚକାଚକ୍ ଭିତରେ କିଛି ନାହିଁ ଏହାକୁ ନେଇ ବାହାସ୍ପଟ ମାରିବା କେତେଦୂର ଯୁକ୍ତିଯୁକ୍ତ। ବାସ୍ତବତାରେ ୫ଟି ର ପ୍ରକୃତ ଉଦ୍ଦେଶ୍ୟକୁ ନେଇ ପରଖି ଦେଖିବା ସମୟ ଅଛି। ତାଛଡା ଗୁଣାତ୍ମକ ଶିକ୍ଷାର ବିକାଶ କରିବା ଦିଗରେ ସଚେତନ ହେବାକୁ ଚେଷ୍ଟା କରନ୍ତୁ ନହେଲେ ୫ଟି ର କୌଣସି ମୂଲ୍ୟ ରହିବ ନାହିଁ, ନିମ୍ନମାନର ୫ଟି କାର୍ଯ୍ଯଶେଷ କରାଯାଇଛି ବୋଲି କହିଦେଲେ ହେବ ନାହିଁ ବିଦ୍ୟାଳୟ ର ଅବସ୍ଥାରେ ଉନ୍ନତି ହେଲା କି ନାହିଁ ତାହା ଉପରେ ଅନୁଧ୍ୟାନ କରି ଦୋଷୀ ଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କଂଗ୍ରେସ ନେତା ତଥା ଓକିଲ ବିଭୂତି ଭୂଷଣ ମହାଖୁଡଙ୍କ ଶୋକସଭା

masiha

ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼, ଶ୍ରୀ ରାମେଶ୍ୱର ପ୍ରଧାନ ଦୁର୍ଗମ ଅଂଚଳ ପରିଦର୍ଶନ

masiha

ନବରଙ୍ଗପୁର ଜିଲ୍ଲା ଟପ୍ପର ହେଲେ ଅର୍ପିତା ଏ-୧ରେ ୧୬,ଏ-୨ରେ୨୨ ଉତ୍ତୀର୍ଣ୍ଣ, ପୁଅଙ୍କ ଠାରୁ ଆଗରେ ଝିଅ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort