ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା, 10.03.2022 – କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଦେଓଗାଁ ସରକାରୀ ହାଇସ୍କୁଲରେ 5T ରୂପାନ୍ତରଣ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ 5T ରୂପାନ୍ତରଣ କାର୍ଯ୍ୟକ୍ରମରେ ଦେଓଗାଁ ସରକାରୀ ହାଇସ୍କୁଲ ସାମିଲ ହୋଇଥିବା ବେଳେ ଏଠାରେ ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲ ପରିବେଶର ଉନ୍ନତିକରଣ ଏକ ମୁଖ୍ୟ ପଦକ୍ଷେପ । ସ୍କୁଲ ପରିବେଶ ଶିକ୍ଷା ଉପଯୋଗୀ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିପାରୁଥିବା ଆବଶ୍ୟକ । ଏହାଛଡା ସ୍କୁଲ ପରିବେଶର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପ୍ରକାରର ବୃକ୍ଷ, ଫୁଲ ଓ ଫଳ ଗଛର ରୋପଣ କରିବା ଏବଂ ଛାତ୍ରଛାତ୍ରୀ, ଅଭିଭାବକ ତଥା ଗ୍ରାମବାସୀଙ୍କ ସ୍କୁଲ ପ୍ରତି ଆକୃଷ୍ଟ କରାଇବା ଏହାର ମୃଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି ପ୍ରଧାନଶିକ୍ଷକ ପ୍ରକାଶ କରିଛିନ୍ତି ।

 ବିଦ୍ୟାଳୟ ସମସ୍ତ ଶିକ୍ଷକ ତଥା ଶିକ୍ଷୟତ୍ରୀ ଏବଂ ବିଦ୍ୟାର୍ଥୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରା ଏବଂ ଇକୋକ୍ଲବର ଇଚଚାର୍ଜ ଶିକ୍ଷକ କୁମେଶ୍ୱର ଶବରଙ୍କ ପ୍ରତ୍ୟକ୍ଷ ତତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି ।

ଏଲ କୋଟେଶ୍ୱର ନାଇଡୁ, କେସିଙ୍ଗା

Related posts

ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ବିଷମ କଟକ ସହର ଗସ୍ତ

Sunil Chandra Nayak

ଗୀତାଞ୍ଜଳି ପୃଷ୍ଟି ଙ୍କ କବିତା ମାଟିର ବାସ୍ନା

Sunil Chandra Nayak

ପୋଲିସ ଗାଡି ଧକ୍କା ରେ ମହିଳା ମୃତ,ସ୍ୱାମୀ ଓ ଝିଅ ଗୁରୁତର, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort