ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାତି ସାଂସ୍କୃତିକ ଭବନ ର ଭୁମୀ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ କନଫରେନ୍ସ ହାଲ ଠାରେ ଜନଜାତି ସାଂସ୍କୃତିକ ଭବନ ର ଭୁମୀ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ସଭାପତି ଶ୍ରୀ ଗୋପୀନାଥ ମାଝୀ, ଜିଲ୍ଲା ପରଜା ସମାଜ ସଭାପତି ଶ୍ରୀ ବୁଦୁ ଜାନୀ, ଉମରକୋଟ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ସଭାପତି ଶ୍ରୀ ରାଜମନ ଭତରା, ଝରିଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ସଭାପତି ଶ୍ରୀ ଘନ ମାଝୀ, ତେନ୍ତୁଳିଖୁଣ୍ଟି ବ୍ଲକ ଲେମ୍ଫ ବରିଷ୍ଠ ଯୁବ ସଭାପତି ଶ୍ରୀ ଅଖିଳ ଭତରା, ଡାବୁଗାଁ ବ୍ଲକ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ଯୁବ ସଭାପତି ଶ୍ରୀ ମୋହନ ନାୟକ, ସମ୍ପାଦକ ଶ୍ରୀ ରାଇ ସିଂ ପୂଜାରୀ, ଡାବୁଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ସଭାପତି ଶ୍ରୀ ମୋହନ ସିଂ ଗଣ୍ଡ, ଡାବୁଗାଁ ବ୍ଲକ ର ସରପଞ୍ଚ ସଂଘ ର ସଭାପତି ଶ୍ରୀ ଦୟାନିଧି ଭତରା ଓ ଡଙ୍ଗରୀଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ରାମକୁମାର ଗଣ୍ଡ, ଜବାଗୁଡା ସରପଞ୍ଚ, ପାପଡାହାଣ୍ଡି ବ୍ଲକ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଯୋଶବନ୍ତ ନାୟକ ଓ ଡାବୁଗାଁ ବ୍ଲକ ର ବାର ଗୋଟି ଗ୍ରାମ ପଞ୍ଚାୟତ ର ଆଦିବାସୀ ସଂପ୍ରଦାୟ କଳା ଓ ସଂସ୍କୃତି ର ତୁପି ତୁମା ଚାତରି ତରଲା ଟେଙ୍ଗିଆ ଗୁଲଚା ଧନୁସର ଓ ଜାଲ ଜାତିଗତ ପ୍ରମାଣପତ୍ର ଏହି ସବୁ ବିଷୟରେ ବ୍ୟାପକ ଭାବେ ଆଲୋଚନା କରାଯାଇଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ସୃଜନୀ ପରିବାର ଚେନ୍ନାଇର ସୃଜନ- ମନ୍ଥନ ଆସର

Sunil Chandra Nayak

ବିଶ୍ଵ ପରିବେଶ ଦିବସ ପାଳିତ

ଦକ୍ଷିଣି ଶୌଣ୍ଢିକ ସାଂସ୍କୃତିକ ମହାସଂଘ,କଳାହାଣ୍ଡି ଓ ଟିଟଲାଗଡ ସବ ଡିଭିଜନ ଜିଲ୍ଲା କମିଟିର ଏକ ସାଧାରଣ ବୈଠକ

Sunil Chandra Nayak

Leave a Comment

error: Content is protected !!