ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖ୍ୟାତି ସମ୍ପନ୍ନ ସମାଜସେବୀ ଦୀପକ କୁମାର ଚୌଧୁରୀ

କଟକ : ସେବା ଇଶ୍ୱରଙ୍କ ଅବସାନ । ଆମ ସମୟର ଅନେକ ମାନବବାଦୀ ଦେଶ ସେବକ ମାନଂକ ମଧ୍ୟରୁ ବିଶିଷ୍ଟ ସ୍ଵଚ୍ଛାସେବୀ ଦୀପକ କୁମାର ଚୌଧୁରୀ ଅନ୍ୟତମ । ଯାହାଙ୍କ ଜୀବନ ସମ୍ପୂର୍ଣ ତ୍ୟାଗ,ସେବା ପାଇଁ ସମର୍ପିତ । ଦିବାକର ଚୌଧୁରୀ,ସୁଲୋଚନା ଚୌଧୁରୀଙ୍କ ପୁତ୍ର ୧୯୭୦ ମସିହାରେ ଗ୍ରାମ – ତାଳସଙ୍ଗା,ବ୍ଲକ୍ – ମାର୍ଶାଘାଇ,ଜିଲ୍ଲା – କେନ୍ଦ୍ରପଡ଼ାରେ ଜନ୍ମ ଗ୍ରହଣ କରିଛନ୍ତି । ସେ ତାଳସଂଙ୍ଗା ପ୍ରାଇମେରୀ ସ୍କୁଲ ତାପରେ ହାଇ ସ୍କୁଲ୍ ପାଖ ଗ୍ରାମ ମାଣିକପୁରରେ ମାଟ୍ରିକ,ନିମାପଡ଼ା କଲେଜରେ ଶିଖା ଲାଭ କରିଥିଲେ । ୧୯୯୦ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଦିର୍ଘ ୩୩ ବର୍ଷ ସେବାରେ ବ୍ରତୀ । ସମାଜସେବା ପାଇଁ ୨୦୧୬ ମସିହାରେ ମହାମହିମ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ମହୋଦୟଙ୍କ ଦ୍ଵାରା ଦିଲ୍ଲୀ ରାଷ୍ଟ୍ରପତି ଭବନରେ ଅନୁଷ୍ଟିତ ହୋଇଥିବା ଏକ ନୈଶ୍ଯ ଭୋଜିରେ ଅଂଶଗ୍ରହଣ କରିବାକୁ ତାଂକୁ ସାରା ଭାରତ ବର୍ଷ ପ୍ରତ୍ୟେକ ରାଜ୍ଯରୁ ମାତ୍ର ୮୬ ଜଣଙ୍କୁ ଚୟନ କରାଯାଇ,ଓଡିଶାରୁ ପ୍ରତିନିଧିତ୍ୱ କରି ସେ ଦିଲ୍ଲୀ ନିମନ୍ତ୍ରିତ ହୋଇଥିଲେ । ସେ ଏଯାବତ୍ ୯୩ ଥର ରକ୍ତଦାନ କରିବା ସହ,ବହୁ ଲୋକଙ୍କୁ ରକ୍ତଦାନ ସମ୍ପର୍କରେ ସଚେତନ କରାଇ ବର୍ଷକୁ ଏକ ହଜାରରୁ ଦେଢ଼ ହଜାର ପର୍ଯ୍ୟନ୍ତ ରକ୍ତ ସଂଗ୍ରହ କରି ରକ୍ତ ଭଣ୍ଡାରକୁ ଯୋଗାଇଥାନ୍ତି । ସେ ବାତ୍ୟା, ବନ୍ୟା ଭଳି ଦୁଃସମୟରେ ଅନେକ ଦୁର୍ଗମ ସ୍ଥାନକୁ ଯାଇ ସେବା ପ୍ରଦାନ କରିଛନ୍ତି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଜାତୀୟ ଆଇନ ସେବା ଦିବସ

Sunil Chandra Nayak

ବ୍ଲକ ଅଧ୍ୟକ୍ଷ ଓ ବିଡିଓ ଘରେ ଘରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ,ସମସ୍ୟା ସମାଧାନର ପ୍ରତିଶୃତି ଦେଲେ

ପୁଷ୍ଟିକର ଖାଦ୍ୟ ଓ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗ  ରାୟଗଡା /ବିଷମକଟକ:ସାବିତ୍ରୀ ବାଇ ମହିଳା ମହା ସଙ୍ଘ ର ବିକ୍ଷୋଭ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି

Sunil Chandra Nayak

Leave a Comment

error: Content is protected !!