ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନ ବିଭାଗ ଦ୍ୱାରା ବାଘ ଛାଲ ସହ 16ସାମଗ୍ରୀ ଜବତ 

ରାଇଘର :-ଓଡିଶା ଏବଂ ଛତିଶଗଡ଼ ବନ ବିଭାଗ ମିଳିତ ଚଢ଼ାଉ କରି ବାଘ ଛାଲ ସହ 16ସାମଗ୍ରୀ ଜବତ କରିଛି |ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ରାଇଘର ବନବିଭାଗ ରେଞ୍ଜ ଅଧୀନରେ ଥିବା କଲମଡଙ୍ଗରି ଗ୍ରାମରେ 3ଜଣଙ୍କ ଘରେ ଚଢ଼ାଉ କରିଥିଲା | କୁଶ ଭତ୍ରା ,ମୋହନ ସିଂ ରାଉତ ,ଦାମର ମାଝୀ ଏହି 3ଜଣ କୁ ଗିରଫ କରିବା ସହ 16ଟି ସାମଗ୍ରୀ ଜବତ କରିଛି |ଏହାକୁ ନେଇ ପୃଥକ ପୃଥକ ତିନିଟି କେଶ କରି ଆସନ୍ତା କଲି ଅମାନଙ୍କୁ କୋର୍ଟ ଚାଲାଣ କରିବା ବନବିଭାଗ କହିଛି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅଜଣା ବ୍ୟକ୍ତି ର‌ ଶବ ଉଦ୍ଧାର,ପୋଲିସର ତଦନ୍ତ ଜାରି

masiha

ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ 100ଲି ମଦ ଜବତ, 1500ଲି ପୋଚ ନଷ୍ଟ 

Sunil Chandra Nayak

ବେଆଇନ୍ କାରବାରରେ ଲିପ୍ତ ଥିବା ୬ଟି ଘରକୁ ମାଟିରେ ମିଶାଇଲା ଆରଏସପି ଓ ପୋଲିସର ମିଳିତ ପ୍ରଶାସନ

Leave a Comment

error: Content is protected !!