ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ବନ୍ଧୁଗାଁର ଅନେକ ସ୍ଥାନରେ ଯୋଗ ଦିବସ ପାଳନ

ବନ୍ଧୁଗାଁ ତା,୨୧/୬/୨୩, // ଆଜି ଦିନରେ ସାରା ବିଶ୍ୱରେ ଯୋଗ ଦିବସ ରୂପେ ପାଳନ କରିଥିବା ବେଳେ ବନ୍ଧୁଗାଁ ବ୍ଲକରେ ମଧ୍ୟ ସ୍ଥାନେ ସ୍ଥାନେ ଯୋଗ କରିଥିବାର ଦେଖିବାକୁ ମିଳିଛି I ଯୋଗ ଓ ବ୍ୟାୟମ କରିବା ଦ୍ୱାରା ଶରୀରରେ ରୋଗ ହେବାର ସମ୍ଭାବନା କମିଯାଏ I ଦୈନିକ ଯଦି ଗୋଟିଏ ବ୍ୟକ୍ତି ସକାଳ ୬ ଘଣ୍ଟା ସମୟରେ ଏକ ଘଣ୍ଟା ବ୍ୟାୟମ ବା ଯୋଗ କଲେ ମନ ସ୍ଥିର ରହେ ଓ ଦେହକୁ ସୁସ୍ଥ ଓ ସବଳ ରଖିବା ସହ ସ୍ୱାସ୍ଥ୍ୟକୁ ରୋଗରୁ ଦୂରେଇବାରେ ସାହାଯ୍ୟ ହୋଇଥଏ I ପୂର୍ବ ଅପେକ୍ଷା ସହର ହେଉବା ଗାଁ ହେଉ ଲୋକେ କିଛି କିଛି ସମୟ ଦେଇ ବ୍ୟା୍ୟାମ ଓ ଯୋଗ କରିବା ପାଇଁ ସକାଳେ ଓ ସନ୍ଧ୍ୟାରେ କରୁଥିବାର ପ୍ରାୟ ଦେଖିବାକୁ ମିଳେ I ଏଁଣୁକରି ପ୍ରତ୍ୟକ ବର୍ଷର ଆଜି ଦିନକୁ ଯୋଗ ଦିବସ ରୂପେ ପାଳନ କୋରାଯାଇଥାଏ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବାଟୋଇ ସାହିତ୍ୟ ପତ୍ରିକା ଉନ୍ମୋଚନ   

masiha

ପ୍ରଥମ ଥର ପଡିଲା କାଦ ବେଡା ଗ୍ରାମରେ କୌଣସି ଅଧିକାରୀ ଙ୍କ ପାଦ

masiha

ନୂତନ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!