ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୱାର୍ଡ ମେମ୍ବର ନିର୍ବାଚନ କୁ ନେଇ ଗୁଳି ମାଡ଼

ନୂଆପଡା ଜିଲ୍ଲା ଲଖନା ଥାନା କୁରୁମପୁରୀ ପଂଚାୟତ ର ଲିମଡିହି ଗାଁ ରେ ୱାର୍ଡ ମେମ୍ବର ନିର୍ବାଚନ କୁ କେନ୍ଦ୍ରକରି ଗୁଲି ମାଡ ହୋଇଥିବା ଅଭିଯୋଗ ହୋଇଛି,ଏଥିରେ ରୁପେସ ସାହୁ ନାମକ ଜଣେ ଯୁବକ ଆହାତ ହୋଇଛନ୍ତି,ଏହି ଚଲିତ ପଂଚାୟତ ନିର୍ବାଚନ ରେ ଲିମିଡିହି ଗାଁ ର ୱାର୍ଡ ମେମ୍ବର ପ୍ରାର୍ଥୀ ଭାବରେ ମୋହନ ସାହୁ ଓ ବିପକ୍ଷ ରେ ରାମଲାଲ ଶବର ଛିଡା ହୋଇଥିଲେ,ରାମଲାଲ ଶବର ବୀଜୟୀ ହୋଇଥିଲେ,ହେଲେ ବିଜୟୀ ପ୍ରାଥି ରାମ ଲାଲ ଶବର ଙ୍କ ତିନି ପୁଅ ଝିଅ ରହିଥିବା ଅଭିଯେଗ କରି ହାରି ଥିବା ୱାଡ ମେମ୍ବର ପ୍ରାଥୀ ଆରଟିଆଇ ମାଗିଥିଲେ,ଏଥିରେ କ୍ଷୁବଧ ହୋଇ ବିଜୟୀ ପ୍ରୀର୍ଥି ଙ୍କ ସମର୍ଥକ ମାନେ ଗତକାଲି ବିଲମ୍ବିତ ରାତ୍ରି ରେ ମୋହନ ସାହୁ ଙ୍କ ଘର କୁ ପସି ଗୁଲି ମାଡ କରିଥିଲେ,ଭାଗ୍ୟବସତଃ ଗୁଲି ରୁପେସ ସାହୁ ଙ୍କ ଦେହ ରେ ସିଧାସଲଖ ନବାଜି ଦିବାଲ ରେ ବାଜିଥିଲା ଓ ରୁପେସ ସାହୁ ଙ୍କ ମୁଣ୍ଡ ରେ ରିଫଲେକ୍ଟ ହୋଇ ଗୁଲି ବାଜିଥିଲା,ଯାଫଳ ରେ ରୁପେସ ସାହୁ ଆହାତ ଅବସ୍ଛା ରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ଭର୍ତି ହୋଇଛନ୍ତି ।ନୂଆପଡା ଏସଡିପିଓ ଘଟଣା ର ତଦନ୍ତ କରୁଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଜ୍ୟରେ ୨ଟି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତିକୁ ହାଇକୋର୍ଟ ବାର୍ ଆସୋସିଏସନ୍ ର ବିରୋଧ

ଜଣା ଅଜଣା… ହଜାରେ ବର୍ଷ ବଞ୍ଚୁଥିବା ଉଦ୍ଭିଦ

Sunil Chandra Nayak

ଖଡ଼ିଆଳ ପୋଲିସ ଅଧିକାରୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ ନେଇ ଖଡ଼ିଆଳ ବିଧାୟକ ଙ୍କ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!