ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେସିନ ଦ୍ୱାରା ଜାଗା ଚିହ୍ନଟ

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ଭୁ ବନ୍ଦୋବସ୍ତ କାର୍ଯ୍ୟକ୍ରମ ଗତ ଜୁନ ୫ ତାରିଖରୁ ଚାଲୁ ରହିଛି ।କ୍ୟାଲିଏଣ୍ଟ କମ୍ପାନୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି ।ଏହି କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ଅଶୋକ ଦାସ ଙ୍କ ତତ୍ୱ।ବଧାନରେ ତଥା କର୍ମଚାରୀ ଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ପ୍ରତିଦିନ ଚାଲୁରହିଛି ।ଆଜି କମ୍ପାନି ର ତ୍ରିଗୁଣ। ନ।ଏକ ,ସୁଶାନ୍ତ ନ।ଏକ ,ଜି ପ୍ରବୀଣ କୁମାର ,ଲମ୍ବୋଧର ନାଗ ,ଇନ୍ଦ୍ରଦ୍ୟୁମ୍ନ ଚଣ୍ଡି ,ରୋଶନ ବେମାଲ ଏବଂ ବାସୁଦେବ ନ।ଏକ ପ୍ରମୁଖ ଉପସ୍ଥିତ ରହି ମେସିନ ମାଧ୍ୟମରେ ଜାଗା ,ଜମି ,ଘର ଓ ଘରବ।ରୀ ଗୁଡିକ ଚିହ୍ନଟ କରିଥିଲେ ।ଏଥିରେ ଗ୍ରାମର ଲୋକମାନେ ସାମିଲ ହୋଉ କର୍ମଚାରୀ ମାନଙ୍କୁ ସହଯୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଆଦର୍ଶ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ “ଅନନ୍ତ” ଅନୁଷ୍ଠିତ 

masiha

ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଟିପିଏନଓଡିଏଲ ଏବଂ ଅଗ୍ନୀଶମ ବିଭାଗ ତରଫରୁ ଅଗ୍ନିଶମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଲଭ, ସେକ୍ସ, ଧୋକା ର ଆଉ ଏକ ନଗ୍ନ ଚିତ୍ର , ପ୍ରେମିକ ଘର ଆଗରେ ପ୍ରେମିକା ର ଧାରଣା

Sunil Chandra Nayak

Leave a Comment

error: Content is protected !!